ଆଞ୍ଚଳିକନବ ମନୋନୀତ ଛାତ୍ର ସଂସଦ ସଦସ୍ୟମାନେ କଲେ ABVP କୁ ସମର୍ଥନ by Sunil Chandra NayakOctober 15, 2026044 Share0 ନବ ମନୋନୀତ ଛାତ୍ର ସଂସଦ ସଦସ୍ୟମାନେ କଲେ ABVP କୁ ସମର୍ଥନ ଆସିକା, ୧୫/୧୦/୨୬ (ଶିବ ଶଙ୍କରମିଶ୍ର ) ଆସିକା ମେକ୍ ମାଇକେଲ୍ ସଂସ୍କୃତ ମହାବିଦ୍ୟାଳୟର ସମସ୍ତ ନବ ମନୋନୀତ ଛାତ୍ର ସଂସଦ ସଦସ୍ୟମାନେ ଏକ ମନ ଏକ ପ୍ରାଣ ହୋଇ ଅଖେଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) କୁ ପୂର୍ଣ ସମର୍ଥନ ଜଣାଇଛନ୍ତି।