ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଗିଗୁଡ଼ା ର ବିଶିଷ୍ଟ କଳାକାର ଭିକାରି ପୋଢ଼ଙ୍କ ଦେହାନ୍ତ

ସର୍ଗିଗୁଡ଼ା ର ବିଶିଷ୍ଟ କଳାକାର ଭିକାରି ପୋଢ଼ଙ୍କ ଦେହାନ୍ତ 

ନର୍ଲା /ମସିହା /22/10 ନର୍ଲା ଏନ ଏ ସି ଅନ୍ତର୍ଗତ ସର୍ଗିଗୁଡ଼ା ଗ୍ରାମର ବିଶିଷ୍ଟ କଳାକାର ଭିକାରି ଚରଣ ପୋଢ଼ ୬୭ ବର୍ଷ ବୟସରେ ନିଜ ବାସ ଭବନ ରେ ମୃତ୍ୟୁବରଣ କରିଛନ୍ତି l ତାଙ୍କ ମର ଶରୀରକୁ ନିକଟସ୍ଥ ସାନ୍ଦୁଲ ନଦୀ କୂଳରେ ପୁତ୍ର ବିନୟ ପୋଢ଼ ଏବଂ ପୁତୁରା ଜୟଦେବ ପୋଢ଼ ମୁଖାଗ୍ନି ଦେଇଥିଲେ l ସେ ଜଣେ ମିଷ୍ଟଭାସି ଅତ୍ୟନ୍ତ ଭଦ୍ର ତଥା ବିଶିଷ୍ଟ କଳାକାର ଥିଲେ l ସେ ବିଶେଷ କରି ନାଟକ ମାନଙ୍କରେ ନାରୀ ଚରିତ୍ର ନିଖୁଣ ଅଭିନୟ କରି ଦର୍ଶକ ମାନଙ୍କୁ ମୋହିତ କରିପାରୁ ଥିଲେ l ତାଙ୍କ ବିୟୋଗରେ ବିୟୋଗରେ ଅଞ୍ଚଳ ଜଣେ କଳାକାର କୁ ହରାଇଛି।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ଲୁବେନଗଡ ଓ ବାଲିଭଟା ସେବାଶ୍ରମ ବିଦ୍ୟାଳୟ ୫ ଟି ଅନ୍ତର୍ଭୁକ୍ତ

ବିପିୟୁଟି ପୁଣି ରଚିଲା ଇତିହାସ : ପରୀକ୍ଷା ଶେଷ ହେବାର ଦୁଇ ଦିନ ମଧ୍ୟରେ ପ୍ରକାଶ କଲା ପରୀକ୍ଷା ଫଳ

Sunil Chandra Nayak

ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜନ୍ମମହୋତ୍ସବ ୨୦୨୫ 

masiha

Leave a Comment

error: Content is protected !!