ସର୍ଗିଗୁଡ଼ା ର ବିଶିଷ୍ଟ କଳାକାର ଭିକାରି ପୋଢ଼ଙ୍କ ଦେହାନ୍ତ
ନର୍ଲା /ମସିହା /22/10 ନର୍ଲା ଏନ ଏ ସି ଅନ୍ତର୍ଗତ ସର୍ଗିଗୁଡ଼ା ଗ୍ରାମର ବିଶିଷ୍ଟ କଳାକାର ଭିକାରି ଚରଣ ପୋଢ଼ ୬୭ ବର୍ଷ ବୟସରେ ନିଜ ବାସ ଭବନ ରେ ମୃତ୍ୟୁବରଣ କରିଛନ୍ତି l ତାଙ୍କ ମର ଶରୀରକୁ ନିକଟସ୍ଥ ସାନ୍ଦୁଲ ନଦୀ କୂଳରେ ପୁତ୍ର ବିନୟ ପୋଢ଼ ଏବଂ ପୁତୁରା ଜୟଦେବ ପୋଢ଼ ମୁଖାଗ୍ନି ଦେଇଥିଲେ l ସେ ଜଣେ ମିଷ୍ଟଭାସି ଅତ୍ୟନ୍ତ ଭଦ୍ର ତଥା ବିଶିଷ୍ଟ କଳାକାର ଥିଲେ l ସେ ବିଶେଷ କରି ନାଟକ ମାନଙ୍କରେ ନାରୀ ଚରିତ୍ର ନିଖୁଣ ଅଭିନୟ କରି ଦର୍ଶକ ମାନଙ୍କୁ ମୋହିତ କରିପାରୁ ଥିଲେ l ତାଙ୍କ ବିୟୋଗରେ ବିୟୋଗରେ ଅଞ୍ଚଳ ଜଣେ କଳାକାର କୁ ହରାଇଛି।
ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍

