ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଗାଁର ହୁଟୁବ ସାହିରେ ମା’ ଲକ୍ଷ୍ମୀଙ୍କ ପୂଜା ପାଳିତ

ନୂଆଗାଁର ହୁଟୁବ ସାହିରେ ମା’ ଲକ୍ଷ୍ମୀଙ୍କ ପୂଜା ପାଳିତ

 ରାଇରଙ୍ଗପୁର – ୨୫/୧୦। ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମର ହୁଟୁବ ସାହିରେ ଆଜି ମା’ ଲକ୍ଷ୍ମୀଙ୍କ ପୂଜା ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଛି।

ଏହି ଅବସରରେ ମା’ ଲକ୍ଷ୍ମୀଙ୍କ ଆରାଧନା କରାଯାଇ ଗ୍ରାମର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରାଯାଇଥିଲା। ପୂଜାକୁ ନେଇ ଅଞ୍ଚଳରେ ଧାର୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ମା’ ଲକ୍ଷ୍ମୀଙ୍କ କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ ବୋଲି ଭକ୍ତମାନେ ପ୍ରାର୍ଥନା କରିଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଗୋରୁମହିଷାଣ ଅଂଚଳର ଯୁବ ସମାଜସେଵୀ ସ୍ଵର୍ଗତ ଜିତୁ ପଟନାୟକଙ୍କ ୧୩ ତମ ପୂଣ୍ଯତିଥି ଜିତୁ ପଟନାୟକ ମେମୋରିଆଲ ଟ୍ରଷ୍ଟ ତରଫରୁ ପାଳିତ

Sunil Chandra Nayak

ବିଭିନ୍ନ ବିଭାଗର ମିଳିତ ଉଦ୍ୟମ ଓ ସହଯୋଗ ହିଁ ବାଲ୍ୟ ବିବାହ ରୋକିବା ପାଇଁ ସହାୟକ ହେବ : ଅତିରିକ୍ତ ଜିଲ୍ଲାପାଳ 

Sunil Chandra Nayak

ମ୍ୟୁନିସିପାଲ ମହାବିଦ୍ୟାଳୟରେ ମାନବିକତା ସମ୍ପର୍କୀତ ଜାତୀୟ ସମ୍ମିଳନୀ ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!