ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡୁଗାଁ ଠାରେ ମାଉସୀ ମା ମନ୍ଦିର ପାଇଁ ଭୂମିପୂଜନ

କୋକସରା,୨୨/୫-(  ମ ନି ସ )କୋକସ ବ୍ଲକ ଲଡୁଗାଁ ଠାରେ ମାଉସୀ ମା ମନ୍ଦିର ନିର୍ମାଣ ପାଇଁ ରବିବାର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମାଉସୀ ମାଁ ମନ୍ଦିର ପାଇଁ ଲଡୁଗାଁ ସହର ର ବରିଷ୍ଠ ଶିକ୍ଷାବିତ୍ ବନମାଳୀ ମାଝୀ ୭ ଡେସିମିଲ ଭୂମିଦାନ କରିଛନ୍ତି। ଆଜି ମନ୍ଦିର ପାଇଁ ଭୂମିପୂଜନ ଉତ୍ସବ ଅବସରରେ ଲକ୍ଷ୍ମଣ କୁମାର ଶବର ଙ୍କ ତତ୍ୱାବଧାନରେ ଗାଁ ଗୌନ୍ତିଆ ପ୍ରଫୁଲ୍ଲ ଚନ୍ଦ୍ର ମାଝୀ, କୋକସରା ବ୍ଲକ୍ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ପଙ୍କଜ ମୁଖ ଚୌଧୁରୀ, ରବି ନାରାୟଣ ଦାସ, ସନ୍ତୋଷ ଦାସ, ଅକ୍ରୁର ଯୋଶୀ, ପ୍ରଶାନ୍ତ ଯୋଶୀ ଙ୍କ ସମେତ ଅନେକ ବୁଦ୍ଧିଜୀବି ଉପସ୍ଥିତ ରହି ମାଉସୀ ମା ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭାରମ୍ଭ କରିଛନ୍ତି।

Related posts

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ନୂଆଖାଇ

Sunil Chandra Nayak

ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ପକ୍ଷରୁ ବୈଠକ

Sunil Chandra Nayak

ମାରୁଓ୍ବାଡୀ ଯୁବା ମଞ୍ଚ ଓ ଜାଗ୍ରୃତି ଶାଖା ତରଫରୁ ବୃକ୍ଷରୋପଣ

Sunil Chandra Nayak

Leave a Comment

error: Content is protected !!