ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ଏନଏସି ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ଗଉଡ ଙ୍କ ପରଲୋକ

ଉତ୍କେଲା,୨୨୨/୦୫,( ମ ନି ସ) କେସିଙ୍ଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ଗଉଡ ଙ୍କ ସୋମବାର ୮ ଟା ୩୦ ମିନିଟ ରେ ପରଲୋକ ଘଟିିଛି। ସେ କିଛି ଦିନ ଧରି ଅସୁସ୍ଥତା ଯୋଗୁଁ ତାଙ୍କୁ ବିଶାଖାପାଟଣା ନିଆଯାଇଥିଲା। ସେଠାରେ କିଛି ଦିନ ରହିଲା ପରେ ପରିବାର ଲୋକେ ଘରକୁ ଫେରାଇ ଆଣିଥିଲେ।କେସିଙ୍ଗା ଏନଏସି ଅଧ୍ୟକ୍ଷତା ସମୟରେ ଅନେକ ଜନହିତ କାର୍ଯ୍ୟ କରି ଲୋକଙ୍କ ପ୍ରିୟଭାଜନ ହୋଇ ପାରିଥିଲେ। ମଙ୍ଗଳବାର ସକାଳରେ ତାଙ୍କରି ଶବସତ୍କାର କରାଯିବ। ତାଙ୍କରି ବିୟୋଗରେ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ,କଳାହାଣ୍ଡି ଯାଦବ ମହାସଭାର ସଭାପତି ଗୋବିନ୍ଦ ବନଛୋର ଶୋକବ୍ୟକ୍ତ କରିଛନ୍ତି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ଶୁଭଶ୍ରୀ  ପ୍ରଧାନ ଙ୍କ କବିତା ସକାଳ  ଜଣାଣ

ପୁଣ୍ୟାତ୍ମାଙ୍କ ପୁଣ୍ୟତିଥିରେ ଡାକ୍ତରଖାନାରେ ଫଳ ବଣ୍ଟନ

Sunil Chandra Nayak

ଶ୍ରୀମତୀ ସ୍ନେହ ମିଶ୍ର ଙ୍କ କବିତା ଶଂଖା ସିନ୍ଦୁର

Sunil Chandra Nayak

Leave a Comment

error: Content is protected !!