ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବକାରୀ ବିଭାଗର ଚଢ଼ାଉ ଜଣେ ଗିରଫ୍

ଭବାନୀପାଟଣା:୨୫/୫:- ମ.ନି.ସ ଥୁଆମୂଳ ରାମପୁର ବ୍ଳକ କର୍ଲାପାଟ ଗ୍ରାମପଞ୍ଚାୟତ ଦେଶୀ ମଦ ଭାଟି ଉପରେ ଜିଲ୍ଲା ଅବକାରୀ ବିଭାଗ ଓ ଥୁଆମୂଳ ରାମପୁର ପୁଲିସ ର ମିଳିତ ସହଯୋଗରେ ଚଢ଼ାଉ କରାଯାଇଥିବା ଜଣାପଡିଛି। ମିଳିଥିବା ସୂତ୍ରରୁ ଜଣାଯାଏ ଯେ, ଅମଠା ଗୁଡା ଗ୍ରାମରେ ଥିବା ଏକ ଦେଶୀ ମଦ ଭାଟିରେ ବେନିୟମ ଭାବରେ ମଦ ତିଆରି କରୁଥିବା ଖବର କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଗତ 24.5.22 ରେ i / c DSE ଏବଂ IE sadar Oic ଥୁଆମୂଳ ରାମପୁରର ପ୍ରତ୍ୟକ୍ଷ ତତ୍ତ୍ବ୍ଯଧାନରେ 8.910.ଲିଟିର ନକଲ F L, ୬୦ ଲିଟର ବିୟର, ୪୩ ଡୁପ୍ଲିକେଟ୍ କର୍କ, ୪୧ ସାଦା କ୍ୟାପ୍, ୨୧୬ ନକଲି EAL, ୧୯ ଲିଟିର ଓସ୍ ମଦ ୨ ରିଲ ନକଲ ପଲିଥିନ ଏବଂ ଗୁଡ ୮.୪ କ୍ୱିଣ୍ଟାଲ୍ ଜବତ କରିଥିବା ବେଳେ ଜଣେ ଗିରଫ୍ ହୋଇଛନ୍ତି।  ଆସାମୀ ଭଗବାନ ପ୍ରସାଦ ସାହୁ ତାଙ୍କର ବୟସ ୬୧ ବର୍ଷ। ଏହି ଚଢ଼ାଉ ରେ ସାମିଲ ଥିଲେ ଶ୍ରୀ ଲଳିତ ମୋହନ ମିଶ୍ର ଆଇ/ସି ଡେପୁଟି ସୁପରିଷ୍ଟେଣ୍ତ, ଶ୍ରୀ ସୁଶାନ୍ତ ପ୍ରଧାନ ଇନସ୍ପେଟର ସଦର, ଶ୍ରୀ ତିଳକ ନାଏକ,ଥୁଆମୂଳ ରାମପୁର ଓଆଇସି, ଶ୍ରୀ ବିଶ୍ବଜିତ ଆରୁଖ, ସମେତ୍ କନଷ୍ଟେବଳ ଙ୍କ ମଧ୍ୟରେ ରହିଥିଲେ ଥନସୁନ୍ଦର ଜାଲ, ଶ୍ରୀମାନଞ୍ଚଳ ମାଝୀ, ଶ୍ରୀ ବାଞ୍ଛାନିଧି ନାଏକ, ଭାନୁଚନ୍ଦ୍ର ମାଝୀ, ମେଘନାଦ ବେହେରା, ଡୁଲେଶ୍ବର ପ୍ରଧାନ, ପ୍ରଦ୍ୟୁମ୍ନ କୁମାର ନାଏକ, ପ୍ରିୟମ୍ବଦା ଜାନୀ।

କିଶନ ଶର୍ମା ଙ୍କ ରିପୋର୍ଟ।

 

 

Related posts

ନୂଆ ସିନେମା ଏଇ ରାକ୍ଷୀ ତୋ ରକ୍ଷା କବଚ’ ର ଅଡିଓ ରିଲିଜ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଅଶୋକ କୁମାର ନାୟକ , କେନ୍ଦୁଢ଼ିପି, ନୟାଗଡ଼ ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!