ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରସାମ୍ୟ ହରାଇ ଓଲଟିଲା ଭେନ

ନୂଆପଡା ଜିଲ୍ଲା ଖଡିଆଳ ବୋଡେନ ଛକ ନିକଟ ରେ ପିକଅପ ଭ୍ୟାନ ଓଲଟି ଲକ୍ଷାଧିକ ଟଙ୍କା ର ମୁଲ୍ୟବାନ ଟମାଟୋ ନଷ୍ଟ ହୋଇଛି । ଶନିବାର ଭୋର ସକାଳୁ ଛତିସଗଡ ର ଭିଲାଇ ରୁ ଆସୁ ଥିବା ଏକ ପିକଅପ ଭେନ ଟିଟିଲାଗଡ ସହର କୁ ଯାଉଥିବା ଟମାଟୋ ବୋଝେଇ ପିକଅପ ଖଡିଆଳ ର ବୋଡେନ ଛକ ୩୫୩ ଜାତୀୟ ରାଜପଥ ଉପରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପିକଅପ ଡ୍ରାଇଭର ଓ ହେଲପର ଅଲ୍ପକେ ବର୍ତି ଯାଇଥିଲେ ହେଁ ପିକଅପ ଭ୍ୟାନ ଭାଙ୍ଗି ଚୁରମାର ହୋଇଛି । ସ୍ଥାନୀୟ ଲୋକମାନେ ଜେସିବି ସାହାଯ୍ୟରେ ପିକଅପ ଭ୍ୟାନ କୁ ଉଦ୍ଧାର କରାଯାଇଛି । ଗାଡି ରେ ଲୋଡଥିବା ଦେଡ ଟନ ଟମାଟୋ ନଷ୍ଟ ହୋଇଥିବାବେଳେ ଲକ୍ଷାଧିକ ଟଙ୍କା ଖର୍ଚାନ୍ତ ହୋଇଥିବା ଜଣାପଡିଛି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାସ୍ତା ଉପରେ ଜମୁଛି ବର୍ଷା ପାଣି

Sunil Chandra Nayak

ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ

Sunil Chandra Nayak

ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଥର ଥୁଆମୂଳ ରାମପୁର ବ୍ଳକ ଗ୍ରସ୍ତ

Leave a Comment

error: Content is protected !!