ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁଲାଇ ୪ ତାରିଖରୁ OJEE ପରୀକ୍ଷା ହେବ: ପ୍ରକାଶ ପାଇଲା ପରୀକ୍ଷା ସୂଚୀ….

 OJEE-୨୦୨୨ ପାଇଁ ଆଜି ପ୍ରକାଶ ପାଇଛି ପରୀକ୍ଷା ସୂଚୀ । ଆସନ୍ତା ଜୁଲାଇ ୪ ତାରିଖରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ, ଯାହାକି ୮ ତାରିଖରେ ସରିବ । ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ OJEE ପରୀକ୍ଷା ହେବ ।

ଜୁଲାଇ ୪ରେ ୩ଟି ଯାକ ସିଫ୍ଟରେ ଲାଟେରାଲ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ । ଜୁଲାଇ ୫ର ୧ମ ଓ ୨ୟ ସିଫ୍ଟରେ MCA/M.Sc ପରୀକ୍ଷା ହେବ । ଜୁଲାଇ ୫ର ୩ୟ ସିଫ୍ଟରେ M.Tech, M.Arch, M.Pharm, B.CAT ପରୀକ୍ଷା ହେବ ।

ଏହା ସହ ୬ ତାରିଖର ପ୍ରଥମ ୨ଟି ସିଫ୍ଟରେ MBA, ୨ୟ ସିଫ୍ଟରେ ଇଣ୍ଟିଗ୍ରେଟେଡ MBAପରୀକ୍ଷା ହେବ । ୮ ତାରିଖରେ କେବଳ ୧ମ ଓ ୨ୟ ସିଫ୍ଟରେ B.pharm ପ୍ରବେଶିକା ପରୀକ୍ଷା ହେବ ବୋଲି ଜଣାପଡ଼ିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମମତା ଶତପଥୀ ଙ୍କ କବିତା ସର୍ବଦା ସନ୍ତୁଷ୍ଟ 

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ନୂଆଁ ଖାଇ ଭେଟ୍ ଘାଟ୍

Sunil Chandra Nayak

ଆଦରମଣି ପ୍ରଧାନ ଙ୍କ ଗଳ୍ପ ଶୂନ୍ୟ ପଥର ସହଯାତ୍ରୀ

Sunil Chandra Nayak

Leave a Comment

error: Content is protected !!