ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ତର୍ଜାତିକ ଚିତ୍ର ଶିଳ୍ପୀ ପି .କେ. ମହାନନ୍ଦିଆ ଙ୍କ ପ୍ରେମ କାହାଣୀ। ସାଇକେଲିଆ ପ୍ରେମ

ବିଶ୍ଵ ସାଇକେଲ ଦିବସ ଅବସର ରେ
ଆନ୍ତର୍ଜାତିକ ଚିତ୍ର ଶିଳ୍ପୀ ପି .କେ. ମହାନନ୍ଦିଆ ଙ୍କ ପ୍ରେମ କାହାଣୀ

 

ସାଇକେଲିଆ ପ୍ରେମ

 

ଚିମୁଟାଏ ରଂଗ ତୂଳୀ

ନିିଇତି ପାହାନ୍ତିଆ ବେଳେ

ଚିମୁଟି ଦେଇ

କହୁଥିଲା ଯେମିତି

ଡିଅର ପି. କେ.

ତମେ ଏମିତିକା 

ବସି ରହିଲେ କି ହେବ ।

ଉଠୁନା, ଉଠ…

କର୍ମ ରେ ହୁଅ ଆଗୁସାର,

ସେପଟେ ପା ଅନେଇ ରହିଛି

ଦରିଆ ସେପାରିର

 କନକ ଗୋରୀ ଚାର୍ଲଟ,

ତମ ରଙ୍ଗ ରେ ସଙ୍ଗ ହୋଇ

ତନୁ ମନ ରେ ମାଖିବାକୁ

ପୀରତି ବୁନ୍ଦା ଚାଖିବାକୁ ।

ଉଁ … ଉଁ…

ନ ଥାଉ ପଛେ ଫଟା ଅଧୁଲି

ଅଛି ପା ଟିନି.. ଟିନି… ଟିନୀ

କରୁଥିବା ଖଣ୍ଡେ ସାଇକେଲ,

ଯେ କି ନେଇଯିବ 

ସିଧା ସୁଇଜରଲ୍ୟାଣ୍ଡ ।

Related posts

ମାଣବସା ଶେଷ ଗୁରୁବାର ସହ ଶେଷ ହେଲା କୋକସରା ଲକ୍ଷ୍ମୀପୂଜା

Sunil Chandra Nayak

ଆମପାଣି ଘାଟି ରେ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଯାତ୍ରୀ ଆହତ ସୁଚନା, ପୋଲିସ ର ତଦନ୍ତ ଜାରି

Sunil Chandra Nayak

ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ ଓ ଆମ୍ବେଦକର ପାଠାଗାର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!