ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ତର୍ଜାତିକ ଚିତ୍ର ଶିଳ୍ପୀ ପି .କେ. ମହାନନ୍ଦିଆ ଙ୍କ ପ୍ରେମ କାହାଣୀ। ସାଇକେଲିଆ ପ୍ରେମ

ବିଶ୍ଵ ସାଇକେଲ ଦିବସ ଅବସର ରେ
ଆନ୍ତର୍ଜାତିକ ଚିତ୍ର ଶିଳ୍ପୀ ପି .କେ. ମହାନନ୍ଦିଆ ଙ୍କ ପ୍ରେମ କାହାଣୀ

 

ସାଇକେଲିଆ ପ୍ରେମ

 

ଚିମୁଟାଏ ରଂଗ ତୂଳୀ

ନିିଇତି ପାହାନ୍ତିଆ ବେଳେ

ଚିମୁଟି ଦେଇ

କହୁଥିଲା ଯେମିତି

ଡିଅର ପି. କେ.

ତମେ ଏମିତିକା 

ବସି ରହିଲେ କି ହେବ ।

ଉଠୁନା, ଉଠ…

କର୍ମ ରେ ହୁଅ ଆଗୁସାର,

ସେପଟେ ପା ଅନେଇ ରହିଛି

ଦରିଆ ସେପାରିର

 କନକ ଗୋରୀ ଚାର୍ଲଟ,

ତମ ରଙ୍ଗ ରେ ସଙ୍ଗ ହୋଇ

ତନୁ ମନ ରେ ମାଖିବାକୁ

ପୀରତି ବୁନ୍ଦା ଚାଖିବାକୁ ।

ଉଁ … ଉଁ…

ନ ଥାଉ ପଛେ ଫଟା ଅଧୁଲି

ଅଛି ପା ଟିନି.. ଟିନି… ଟିନୀ

କରୁଥିବା ଖଣ୍ଡେ ସାଇକେଲ,

ଯେ କି ନେଇଯିବ 

ସିଧା ସୁଇଜରଲ୍ୟାଣ୍ଡ ।

Related posts

ମମତା ସାହୁ ଙ୍କ କବିତା ପ୍ରଗାଢ ପ୍ରେମ

ଲଗାଣ ଲଘୁଚାପ ଜନିତ ବର୍ଷାରେ କାଣିଗୁମା ଗ୍ରା,ପ, ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକଙ୍କ ଘର ଭୂଷୁଡି ପଡିଛି

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଭୋଦୁଅ ଆସିଛି

Sunil Chandra Nayak

Leave a Comment

error: Content is protected !!