ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜ଼ିଲ୍ଲା କଳାକାର ସଙ୍ଘ ତରଫରୁ ଡବ୍ଲୁ ଓ ଡି ସି ଅଧ୍ୟକ୍ଷ ଓ ଜ଼ିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ

 ଭବାନିପାଟଣା -:    କଳାହାଣ୍ଡି ଜ଼ିଲ୍ଲା କଳାକାର ସଙ୍ଘ ତରଫରୁ ଡବ୍ଲୁ ଓ ଡି ସି ଅଧ୍ୟକ୍ଷ ଓ ଜ଼ିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।  ଭବାନୀପାଟଣା ଠାରେ ଏକ ଟାଉନହଲ ଲକ୍ଷ ଲକ୍ଷ ଟଙ୍କା ରେ ତିଆରି ହେଲା,ସେଠାରେ ସାଉଣ୍ଡ ସିଷ୍ଟମ, ଡିଜିଟାଲ ଲାଇଟ, ଫୋନ, ଚେୟାର, ସୁନ୍ଦର ଭାବରେ ସ୍ଥାପିତ କରାଯିବା ସହ    ଏହାକୁ  ଭୁବନେଶ୍ୱର ସ୍ଥିତ  ରବୀନ୍ଦ୍ର ମଣ୍ଡପ ପରି ଉପଲବ୍ଧ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଦାବି କରିଥିଲେ । ଉକ୍ତ ଦାବି ଗୁଡିକୁ    ଡବ୍ଲୁ ଓ ଡି ସି ଅଧ୍ୟକ୍ଷ ଓ ଜ଼ିଲ୍ଲାପାଳ ଏହାର ଯଥlଶୀଘ୍ର ପଦ୍ଧକ୍ଷେପ ନିଆଯିବ ବୋଲି ପ୍ରତିସୃତି ଦେଇଥିଲେ ।ଏଥିରେ କଳାକାର ସଙ୍ଘ ର ସଭାପତି, ଅବଦୁଲ କାଦିର, ସୌରଭ ମହାପାତ୍ର, ପ୍ରଦୀପ ଡି, ମାଝୀ, ସମ୍ପାଦକ ରିଆଜ଼ ଖାଁ, ସତ୍ୟ ଦାସ, ରାଜେଶ ଦାସ, ମୁନାଡି ମାଝୀ, ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ।

ଭବାନୀପାଟଣା ରୁ ଖିରୋଦ କୁମାର ମଙ୍ଗରାଜ ଙ୍କ ରିପୋର୍ଟ

Related posts

ଦଳିତ ଅଧିକାର ମଞ୍ଚ ପକ୍ଷରୁ ବୈଠକ

Sunil Chandra Nayak

ରାସନ ଲାଗି କଡ଼ାକଡି ହେଲା ସରକାରୀ ନିୟମ

ନଗାରୀ ଗ୍ରାମ ରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!