ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲାରେ ବିଶ୍ଵ ନିଶା ସେବନ ନିରୋଧ ଦିବସ ପାଳିତ

ନୂଆପଡା ଜିଲ୍ଲା ଖରିଆର ରୋଡ଼ ଥାନା ପରିସର ମଧ୍ୟରେ ଆଜି ବିଶ୍ଵ ନିଶା ସେବନ ନିରୋଧ ଦିବସ ପାଳିତ ହୋଇଯାଇଅଛି। ଏହି ଅବସରରେ ଖରିଆରରୋଡ଼ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠି ସମେତ ସମସ୍ତ ଥାନା କର୍ମଚାରୀ ଯୋଗ ଦେଇ ସଚେତନତା ଦ୍ବାରା ନିଶା ନିବାରଣ ପାଇଁ ଆହ୍ବାନ କରିଛନ୍ତି। ସେହିପରି ଖଡ଼ିଆଳ ପୋଲିସ ପକ୍ଷରୁ ବିଶ୍ଵ ନିଶା ସେବନ ନିରୋଧ ଦିବସ ପାଳିତ ହୋଇଛି । ନିଶା ମୁକ୍ତ ଭାରତ, ନିଶା ମୁକ୍ତ ଓଡିଶା ଏବଂ ନିଶା ମୁକ୍ତ ନୂଆପଡା ଗଠନ ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ କରିଛନ୍ତି। ଏହା ନେଇ ସଚେତନ ଦ୍ବାରା ସମ୍ଭବ ଅଟେ। ପୋଲିସ ବିଭାଗ ପକ୍ଷରୁ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଙ୍କ ନେତୃତ୍ୱରେ ନବ ଘନ ଗୌଡ଼ ,ରେବତୀ ଦୁର୍ଗା ,ଦୁର୍ଗା ପ୍ରସାଦ ସାହୁ ,ଦେବେନ୍ଦ୍ର ବିନ୍ଧାଣି ,ଧନେଶ୍ୱର ମାଝୀ ,ଦେବର୍ଚ୍ଚନ ମାଝୀ ସହ ସମସ୍ତ ପୋଲିସ କର୍ମଚାରୀ ମାନେ ଯୋଗ ଦେଇଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୋଟରସାଇକେଲ ଓ ସାଇକେଲ ଦୁର୍ଘଟଣା ୨ଆହତ

Sunil Chandra Nayak

ଯୁବ ରେଡକ୍ରସ ର ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ଜୁନାଗଡ଼ ପୋୖର ନିର୍ବାଚନ ବିଜେପି ର ଜୋରଦାର ପ୍ରଚାର

Sunil Chandra Nayak

Leave a Comment

error: Content is protected !!