ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଳିଗାଁ ଅମୃତ ଧାରା ପ୍ରକଳ୍ପ ଅଚଳ,ପୁନଃ କାର୍ଯ୍ୟକ୍ଷମ ପାଇଁ ଦାବି,

ଚିଲିଗୁଡା, ୦୫/୦୬(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୋଳିଗାଁ ଅମୃତ ଧାରା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇ ପଡିଛି।ଯାହାଫଳରେ ନିର୍ଭରଶୀଳ ଗ୍ରାମବାସୀ ଓ ପଥାଚାରୀ ମାନେ ହଇରାଣ ହେଉଛନ୍ତି।ଜୁନାଗଡ଼ ବ୍ଲକର ଅନେକ ଗ୍ରାମରେ ଅମୃତ ଧାରା ଓ ସୋଲାର ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଥିବା ଯୋଗୁଁ ଲୋକେ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି।କୋଳିଗାଁ ସମେତ ବ୍ଲକର ଅଚଳ ହୋଇପଡିଥିବା ଜଳଯୋଗାଣ ପ୍ରକଳ୍ପ ଗୁଡିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ  କରାଯିବାକୁ ସର୍ବସାଧାରଣରେ ଦାବି ହେଉଛି।

ସୁନ୍ଦରମୋହନ ଛତ୍ରୀଆ ,ଚିଲିଗୁଡା

Related posts

ରଞ୍ଜିତ କୁ ସାହୁ ଙ୍କ କବିତା ଟୋପାଏ ବର୍ଷା

Sunil Chandra Nayak

ଫେଲ ମାରୁଛି ଡ଼୍ରେନେଜ ବ୍ୟବସ୍ଥା, ରାସ୍ତା ଉପରେ ଡ଼୍ରେନ ପାଣି

Sunil Chandra Nayak

ଲାଞ୍ଜିଗଡ ବିଧାୟକଙ୍କ ବିଜେପୁର ଗସ୍ତ,ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ଅଭିଯୋଗ

Leave a Comment

error: Content is protected !!