ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଳିଗାଁ ଅମୃତ ଧାରା ପ୍ରକଳ୍ପ ଅଚଳ,ପୁନଃ କାର୍ଯ୍ୟକ୍ଷମ ପାଇଁ ଦାବି,

ଚିଲିଗୁଡା, ୦୫/୦୬(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୋଳିଗାଁ ଅମୃତ ଧାରା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇ ପଡିଛି।ଯାହାଫଳରେ ନିର୍ଭରଶୀଳ ଗ୍ରାମବାସୀ ଓ ପଥାଚାରୀ ମାନେ ହଇରାଣ ହେଉଛନ୍ତି।ଜୁନାଗଡ଼ ବ୍ଲକର ଅନେକ ଗ୍ରାମରେ ଅମୃତ ଧାରା ଓ ସୋଲାର ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଥିବା ଯୋଗୁଁ ଲୋକେ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି।କୋଳିଗାଁ ସମେତ ବ୍ଲକର ଅଚଳ ହୋଇପଡିଥିବା ଜଳଯୋଗାଣ ପ୍ରକଳ୍ପ ଗୁଡିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ  କରାଯିବାକୁ ସର୍ବସାଧାରଣରେ ଦାବି ହେଉଛି।

ସୁନ୍ଦରମୋହନ ଛତ୍ରୀଆ ,ଚିଲିଗୁଡା

Related posts

ବିଜୁ ଯୁବ ଛାତ୍ର ଜନତା ଦଳ ଓ ଭବାନୀ କ୍ଲବ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ 

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ବୟସ

Sunil Chandra Nayak

ବୁଢ଼ାରଜା ମଞ୍ଚରେ ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!