ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡିରେ ୧୦୦ଟି ରୂପାନ୍ତରିତ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକରେ ଥିବା ୧୦୦ଟି ସ୍କୁଲକୁ ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଯୋଜନା ମାଧ୍ୟମରେ ରୂପାନ୍ତରିତ କରାଯାଇଛି..କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକରେ ଥିବା ୧୦୦ଟି ସ୍କୁଲକୁ ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଯୋଜନା ମାଧ୍ୟମରେ ରୂପାନ୍ତରିତ କରାଯାଇଛି । ସ୍ମାର୍ଟ କ୍ଳାସରୁମ ସହ ଇ-ଲାଇବ୍ରେରୀ, ବିଜ୍ଞାନ ଲ୍ୟାବ ଭଳି ଅନେକ ଅତ୍ୟାଧୁନିକ କ୍ରମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବା ୫ ଟି ମାଧ୍ୟମରେ ସୌନ୍ଦର୍ଯ୍ୟକରଣ କରାଯାଇଛି । ଫଳରେ ସ୍କୁଲ ଛାଡିଥିବା ଛାତ୍ରଛାତ୍ରୀ ପୁଣି ସ୍କୁଲମୁହାଁ ହେବେ ବୋଲି ଆଶା ରଖିଛନ୍ତି ସରକାର ।

କଳାହାଣ୍ଡିରେ ୧୦୦ଟି ରୂପାନ୍ତରିତ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀଜିଲ୍ଲାର ୧୦୦ ଗୋଟି ସ୍କୁଲକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍ଫରେନସ ଜରିଆରେ ଏହି ସ୍କୁଲକୁ ଉଦଘାଟନ କରିଥିବା ବେଳେ ଅନୁଷ୍ଠିତ ଉଦଘାଟନ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ଗାଭାଳି ପରାଜ ହର୍ଷଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ନର୍ଲା ବିଧାୟକ ଭୁପିନ୍ଦର ସିଂ ଓ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୦୦, ଗୋଟି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବାଲ୍ୟ ବିବାହ ନିଷେଧ ପାଇଁ ସପ୍ତାହବ୍ଯାପୀ ସଚେତନତା କାର୍ଯ୍ୟକ୍ରମ ର ଜିଲ୍ଲା ସ୍ତରୀୟ ଉଦ୍ ଯାପନି କାର୍ଯ୍ୟକ୍ରମ

masiha

ଜାମନଗରରେ ଆୟୋଜିତ ସର୍ବଭାରତୀୟ ଭର୍ସାଟାଇଲ୍ କପ୍ ଓପନ୍ କରାଟେ ଚାମ୍ପିଅନସିପରେ ଓଡ଼ିଆ ପୁଅ ତପନ ଗଉଡ଼ଙ୍କ କମାଲ

Sunil Chandra Nayak

ଗଞ୍ଜେଇ  ଚୋରାଚାଲାଣ ବେଳେ କେସିଙ୍ଗା ପୋଲିସ୍ ଦ୍ୱାରା ଧରପଗଡ ୪ ଗିରଫ

Sunil Chandra Nayak

Leave a Comment

error: Content is protected !!