ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ରେ ଜାତୀୟ ପତାକା ଦିବସ

ଧର୍ମଗଡ଼:୨୨/୭/୨୨  ସ୍ଥାନୀୟ ଚାରିଛକ ନିକଟସ୍ଥ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ନିକଟରେ ଧର୍ମଗଡ ବ୍ଲକ ସେଡୁଲକାଷ୍ଟ ଫେଡରେସନ ପକ୍ଷରୁ ଜାତୀୟ ପତାକା ଦିବସ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ବ୍ଲକ ସଭାପତି ବିରଞ୍ଚି ନାରାୟଣ ,ସାଧାରଣ ସମ୍ପାଦକ ପ୍ରଭାକର ଜାଲ, ନଗର ସଭାପତି ଭାରତ ବନ୍ଧୁ ସୁନାନୀ, ଜିଲ୍ଲା ଛାତ୍ର ସଙ୍ଗଠକ ଢଗ ମାଳିଆ ନାଏକ, ଓକିଲ ସଂଘ ର ଉପ ସଭାପତି ଜୟଦ୍ରଥ ମହାନନ୍ଦ, ଉପଦେଷ୍ଟା ଟଙ୍କଧର ତାଣ୍ଡି, ସଦସ୍ୟ ଅଙ୍କିତ ସେଠି,ମୁକେଶ କୁମାର ନାଏକ, ହରିଶଙ୍କର ନାଏକ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ

Related posts

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ଦିନେ

Sunil Chandra Nayak

କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଶିଶିର ସୁନ୍ଦରୀ

Sunil Chandra Nayak

Leave a Comment

error: Content is protected !!