ଢେଙ୍କାନାଳ, କାମାକ୍ଷାନଗର 7/8/22 ଆଜିର ଯୁବପିଢୀ ଆଗେଇ ଆସ ଆଉ ଅନୁଭବ କର ଗାଁ ମାଟି ,ପାଣି ଓ ପବନର ମମତା କୁ, ଗାଁ ର ସେଇ ଶଗଡ଼ ଗାଡ଼ିରେ କେଁ କଟମଟ ଶଦ୍ଦ ଭିତରେ ପରିଭ୍ରମଣ କରିବାର ଆନନ୍ଦ କୁ,ଏହାକୁ ଅଙ୍ଗେ ଲିଭାଅ ,ଦେଖିବ ଶରୀର, ମନ ଓ ଆତ୍ମାକୁ ସଦ୍ଭାଵନାର ଶାନ୍ତି ମିଳିଵ । ହେ ଆଜିର ଯୁଵପିଢୀ ଗଣ ଆସନ୍ତୁ ପଣ କରିବା ସଂକଳ୍ପ ନେବା ଆଧୁନିକର ଛାପ ଆମ ମାନଙ୍କ ଉପରେ ଯେତେ ପଡିଲେ ବି ଭୁଲିବା ନାହିଁ ଗାଁ କୁ ,ଭୁଲିବା ନାହିଁ ଶଗଡ଼ ଗାଡ଼ି ଏବଂ ଵଳଦକୁ । ଆମେ ଯଦି ଓଡ଼ିଆ ବୋଲି ଦେଶ ବିଦେଶରେ କହି ହେଉଛେ । ଏ ସବୁ କୁ ବାଦ୍ ଦେଇ କଣ ଆମେ ଓଡ଼ିଆ କଣ ଦେଉପରିବା ଓଡ଼ିଆ ର ପରିଚୟ । ସେଇ ଗାଁ ର ଶଗଡଗାଡି ପ୍ରତ୍ୟେକ ଓଡ଼ିଆଙ୍କ ସ୍ଵାଭିମାନ ଏବଂ ଆମ ଐତିହ୍ୟ ସଂସ୍କୃତି ପରମ୍ପରା ର ଅନନ୍ୟ ପ୍ରତୀକ ।
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ