ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିନି ଟ୍ରକ ଭାରସାମ୍ୟ ହରାଇ ସ୍କୁଲ ପାଚେରୀ ରେ ପିଟି ହୋଇ ତିନି ଜଣ ଆହତ

ଉତ୍କେଲା, ୧୧/O୬( ମ ନି ସ ) ଏନ୍‌ ଏଚ୍ ୨୬ କେସିଙ୍ଗା ଥାନା ଅନ୍ତର୍ଗତ ବୋରିଆ ଗ୍ରାମ ନିକଟସ୍ଥ କେନ୍ଦୁପଡା଼ ସ୍ଥିତ ଦ୍ରୋଣାଚାର୍ଯ୍ୟ ସ୍କୁଲ ପାଖରେ ଆଜି ଭୋର ସକାଳ ପ୍ରାୟ ୭:୨୦ ଟା ସମୟରେ ଭବାନୀପାଟଣା ପଟୁ ଆସୁଥିବା ମିନି ଟ୍ରକ ଭାରସାମ୍ୟ ହରାଇ କେନ୍ଦୁପଡା଼ ସ୍ଥିତ ଦ୍ରୋଣାଚାର୍ଯ୍ୟ ସ୍କୁଲ ପାଚେରୀ ରେ ପିଟି ହୋଇଥିଲା। ଆହାତ ଅବସ୍ଥାରେ ଥିବା ଗାଡ଼ି ଚାଲକ ଓ ସହଯୋଗୀ ଦୁଇ ଜଣଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଓ ଯୁବ ସମାଜସେବୀ ମହିପାଳ ପୋଡ଼, ଅଭିଷେକ ରଥ ଏବଂ ଗ୍ରାମ ବାସୀ ମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ କେସିଙ୍ଗା ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା , ବହୁଜନ ଛାତ୍ର ସଂଗଠନ ପକ୍ଷରୁ ସିବିଆଇ ତଦନ୍ତ ଦାବିରେ ଭବାନିପାଟଣା ରେ ରାସ୍ତା ଅବରୋଧ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା – ଲଳିତା

Sunil Chandra Nayak

ମଣ୍ଡେଇ ସ୍ମରଣିକା ଓ ସାହିତ୍ୟ କମିଟି ବୈଠକ: ୧୫ ନଭେମ୍ବର ସୁଦ୍ଧା କବି, କବୟିତ୍ରୀ ଓ ଲେଖକଙ୍କ ଠାରୁ ଲେଖା ଆହ୍ବାନ

Sunil Chandra Nayak

Leave a Comment

error: Content is protected !!