ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଶନ ଶକ୍ତି ନାରୀ ଶକ୍ତି

ଉପାଧ୍ୟକ୍ଷା ଙ୍କ ନେତୃତ୍ୱ ରେ ହସ୍ପିଟାଲ୍ ସଫେଇ

ଧର୍ମଗଡ:୧୨/୬/୨୨:  ଧର୍ମଗଡ ଏନ ଏସି ଉପାଧ୍ୟକ୍ଷା ମନିଷା ମିଶ୍ର ଙ୍କ ନେତୃତ୍ୱ ରେ ଆଜି ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ପରିସର ରେ ମିଶନ ଶକ୍ତି ନାରୀ ଶକ୍ତି କାର୍ଯ୍ୟକ୍ରମ ପାରିପେଖି ରେ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି ସଫେଇ କାର୍ଯ୍ୟକ୍ରମ ରେ କାଉନସିଲର ଜୁଲି ମହାନନ୍ଦ, ସଂତୋଷିନି ନାଏକ, ସୁଶୀଳା ନାଏକ, ମମତା ବାଗ, ନୀଳାମ୍ବର ଦାସ, ମୁନିରାମ ମାଝୀ, ଫକିର ରାଉତ ଙ୍କ ସମେତ ସହରାଞ୍ଚଳ ରେ ଥିବା ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ର ସଭାନେତ୍ରୀ, ସମ୍ପାଦିକା ଓ ସଦସ୍ୟା ମାନେ ସାମିଲ ହୋଈ ଚିକିତ୍ସାଳୟ ହତା ଭିତରେ ଥିବା ଆବର୍ଜନା କୁ ସଫା କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଓଃ କି ଭକ୍ତି !!

Sunil Chandra Nayak

ବ୍ୟାଙ୍କ ରୁ ତାଲା ଭାଙ୍ଗି ଚୋରି

Sunil Chandra Nayak

ଜିଲ୍ଲା ପ୍ରାଥମିକ ସିଟି ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!