ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର

ନୂଆପଡା: ନୂଆପଡ଼ା ଜିଲ୍ଲା ଖଡ଼ିଆଳକୁ ରବିବାର ଗ୍ରସ୍ତରେ ଆସିଥିବା ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଏକ୍ସକେଡର ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ କରିବା ସହ ବିଗତ ୦୧.୦୪.୨୦୦୫ ପର ଠାରୁ କେନ୍ଦ୍ର ଓ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କୁ ପୁରୁଣା ପେନସନ ବଦଳରେ ଏନପିଏସ ଲାଗୁ କରିଥିବାରୁ ସରକାରୀ କର୍ମଚାରୀ ମାନେ ଅବସର ହେଲା ପରେ ସ୍ୱଳ୍ପ ବେତନ ପାଇ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ପୁନର୍ବାର ପୁରୁଣା ପେନସନ ଲାଗୁ କରିବା ପାଇଁ ରାଜ୍ୟ ସଭାରେ ଦାବି ଉପସ୍ଥାପନ କରିବା ପାଇଁ ମାନ୍ୟବର ସାଂସଦଙ୍କୁ ଦାବି ପତ୍ର ଦେଇ ଅନୁରୋଧ କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବାଲେଶ୍ବର – ମା’ ଧଉଳିଛତ୍ର ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ବାଲେଶ୍ବର – ବୃକ୍ଷରେପଣ କଲେ ସମାଜସେବୀ

ଦଶପୁରଯୋନ ଡମ୍ବସମାଜ ବିକାଶ ପରିଷଦର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!