ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଶନ ଶକ୍ତି ନାରୀ ଶକ୍ତି

ଉପାଧ୍ୟକ୍ଷା ଙ୍କ ନେତୃତ୍ୱ ରେ ହସ୍ପିଟାଲ୍ ସଫେଇ

ଧର୍ମଗଡ:୧୨/୬/୨୨:  ଧର୍ମଗଡ ଏନ ଏସି ଉପାଧ୍ୟକ୍ଷା ମନିଷା ମିଶ୍ର ଙ୍କ ନେତୃତ୍ୱ ରେ ଆଜି ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ପରିସର ରେ ମିଶନ ଶକ୍ତି ନାରୀ ଶକ୍ତି କାର୍ଯ୍ୟକ୍ରମ ପାରିପେଖି ରେ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି ସଫେଇ କାର୍ଯ୍ୟକ୍ରମ ରେ କାଉନସିଲର ଜୁଲି ମହାନନ୍ଦ, ସଂତୋଷିନି ନାଏକ, ସୁଶୀଳା ନାଏକ, ମମତା ବାଗ, ନୀଳାମ୍ବର ଦାସ, ମୁନିରାମ ମାଝୀ, ଫକିର ରାଉତ ଙ୍କ ସମେତ ସହରାଞ୍ଚଳ ରେ ଥିବା ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ର ସଭାନେତ୍ରୀ, ସମ୍ପାଦିକା ଓ ସଦସ୍ୟା ମାନେ ସାମିଲ ହୋଈ ଚିକିତ୍ସାଳୟ ହତା ଭିତରେ ଥିବା ଆବର୍ଜନା କୁ ସଫା କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ

Sunil Chandra Nayak

ମହାବିଦ୍ୟାଳୟ ର ପଡିଆ ରେ ଉନ୍ମତ କାଣ୍ଡ – ଗେଲେରି ଗେଟ କୁ ଭାଙ୍ଗି ଦେଲେ , ପ୍ରଶାସନ ନୀରଦ୍ରଷ୍ଟା

Sunil Chandra Nayak

ଓମଫେଡ ର ପ୍ରଦୂଷଣ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!