ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢ଼େଙ୍କାନାଳ – ମନ୍ତ୍ରୀ ଙ୍କ ଦ୍ଵାରା କମ୍ୟୁନିଟି ସେଣ୍ଟର ଉଦଘାଟିତ

ଢ଼େଙ୍କାନାଳ -:  ଆଜି ସକାଳ ସାଢେ଼ ନଅ ଟା ସମୟ ରେ କାମାକ୍ଷନଗରର ବଙ୍କୁଆଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାନପଶି ଠାରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସରକାର ଙ୍କ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ ଜନ କଲ୍ୟାଣକାରି ଯୋଜନା କମ୍ୟୁନିଟି ସେଣ୍ଟର କୁ ଉଦଘାଟନ କରିଥିଲେ ।

ଉକ୍ତ ଉତ୍ସବ ରେ ସମ୍ମାନୀତ ଅତିଥି ରୂପେ ସ୍ଥାନୀୟ ନଗରପାଳିକା ର ନଗର ପାଳ ଧର୍ମାନନ୍ଦ ପରିଡ଼ା ଓ ବ୍ଲକ୍ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ଯୋଗ ଦେବା ସହ ସ୍ଥାନୀୟ ଜନ ପ୍ରତିନିଧି,ବହୁ ପୁରୁଷ,ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଉପସ୍ଥିତ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ପ୍ରଦାନ କରିଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ ।

Related posts

ଆଜି ଆଞ୍ଚଳିକ ବିକାଶ ପରିଷଦ ଦାଣ୍ଡିମାଳ ଗ୍ରାମ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

Sunil Chandra Nayak

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଧର୍ମଗଡ ଠାରେ ଆଲୋଚନା ଚକ୍ର

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଠାକୁର

Sunil Chandra Nayak

Leave a Comment

error: Content is protected !!