ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଲମପୁର ରେ ବିପର୍ଯ୍ୟସ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭବାନୀପାଟଣା / କଲମପୁର =୧୮/୦୬(ମସିହା) କଲମପୁର ବ୍ଲକ ସଭାଗୃହ ମଧ୍ୟରେ ଆଜି ବିପର୍ଯ୍ୟ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି ।ବିଡ଼ିଓ ପ୍ରସନ୍ନ ପଟେଲ ଙ୍କ ଆହ୍ୱାନକ୍ରମେ ଜିଲ୍ଲା ସମାଜକଲ୍ୟାଣ ଅଧିକାରୀ ଅରବିନ୍ଦ ରାଓ ତହସିଲଦାର କରିସ୍ମା ବେଶ୍ରା ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ସମ୍ଭାବୀୟ ବିପର୍ଜିୟ କୁ ମୁକାବିଲା କରିବାପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ନିଜନିଜ ମତ ଉପସ୍ଥାପନ କରିଥିଲେ ।ଆଗାମୀ ବର୍ଷା ୠତୁ କୁ ଦୃଷ୍ଟିରେ ରଖି ବନ୍ୟା ପ୍ଲାବିତ ଅଂଚଳ ଓ ଲୋକଙ୍କ ସହିତ କିଭଳି ସମନ୍ୱୟ ରଖି ମୁକାବିଲା କରାଯାଇପାରିବ ସେ ନେଇ ବିସୃତ ଆଲୋଚନା କରାଯାଇଥିଲା ତେବେ ପ୍ରଶ୍ନଉଠେ ଏଭଳି ଜନହିତ କର କାର୍ଯ୍ୟକ୍ରମ ଗୋଡିକ କରେ ଅନେକ ବିଭାଗ ଯୋଗ ନ ଦେବା ପରିତାପର ପ୍ରସଙ୍ଗ ପାଲଟିଛି ।

ପରମାନନ୍ଦ ଠାକୁର ମସିହା କଲମପୁର କଳାହାଣ୍ଡି ।

Related posts

ନମାମି ଗଙ୍ଗେ ତରଫରୁ ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ

Sunil Chandra Nayak

ମୟୂରଭଞ୍ଜ:ବଜ୍ରାଘାତରେ ୩ମୃତ,ଜଣେ ଗୁରୁତର

Sunil Chandra Nayak

ମାଟ୍ରିକ ପରୀକ୍ଷାରେ ୬୦୦ ନମ୍ବରରୁ ୫୮୦ ନମ୍ବର ରଖିଲେ ଜ୍ଯୋତ୍ସ୍ନାରାଣୀ

Leave a Comment

error: Content is protected !!