ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଶ ଦଫା ଦାବୀ ନେଇ ଡ୍ରାଇଭର ମହାସଂଘ ର ବିଧାୟକ ଙ୍କୁ ଦାବୀ ପତ୍ର ପ୍ରଦାନ

ମ, ରାମପୁର,୨୦/୬( ମସୀହା):- ଓଡ଼ିଶା ଡ୍ରାଇଭର ମହାସଂଘ ର ଶାଖା ନାର୍ଲା ନିର୍ବାଚନ ମଣ୍ଡଳୀ ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ନର୍ଲା ବିଧାୟକ ଭୂପିନ୍ଦର ସିଂ ଙ୍କୁ ଦଶ ଦଫା ଦାବୀ ନେଇ ଏକା ଦାବୀ ପତ୍ର ପ୍ରଦାନ କରାଯାଇଛି । ଡ୍ରାଇଭର ଲାଇସେନ୍ସ ପାଇଁ ଧାର୍ଯ୍ୟ ମୂଲ୍ୟ କମ୍ କରିବା, ଡ୍ରାଇଭର ଙ୍କୁ ଦ୍ଵିତୀୟ ସୈନିକ ମାନ୍ୟତା ପ୍ରଦାନ, ପ୍ରତି ଶହେ କିଲୋମିଟର ରେ ଡ୍ରାଇଭର ଙ୍କ ପାଇଁ ବିଶ୍ରାମ ସ୍ଥଳୀ, ଭତ୍ତା ପ୍ରଦାନ, ଆବାସ ଯୋଜନାରେ ପାଞ୍ଚ ଲକ୍ଷ ସହାୟତା, ସେପ୍ଟେମ୍ବର ଏକ ତାରିଖ କୁ ଡ୍ରାଇଭର ଦିବସ ଭାବରେ ଘୋଷଣା ଭଳି ଦଶ ଦଫା ଦାବିରେ ଦାବୀ ପତ୍ର ପ୍ରଦାନ କରିଥିଲେ । ଡ୍ରାଇଭର ମହାସଂଘ ପକ୍ଷରୁ ମ, ରାମପୁର ରୁ ବିଶ୍ଵ ରଞ୍ଜନ ମାହାର, ସ୍ବାଗତ ମହାନ୍ତି, ତ୍ରୈଲୋକ୍ୟ ନାୟକ, ଜିତେନ୍ଦ୍ର ବାରିକ, କାର୍ଲାମୁଣ୍ଡା ରୁ କାମ ଦେବ ଭୋଇ, ସଂକୀର୍ତ୍ତନ ସାହୁ ଓ ନର୍ଲା ରୁ ଦାଶରଥି ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ମ. ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ପାରିବାରିକ ଭାଦ୍ର ପରିକ୍ରମା ସତସଙ୍ଗର ଅନ୍ତିମ ଦିବସରେ ସତସଙ୍ଘ ଦେଲେ ଖଗେସ୍ଵର ଭାଇଙ୍କ ପରିବାର

Sunil Chandra Nayak

ଭବାନୀପାଟଣା ମ୍ଯୁନିସିପାଲିଟି ଅଧ୍ଯକ୍ଷା ଭାବରେ ସଂଯୁକ୍ତା ବେହେରା ବିଜୟୀ

Sunil Chandra Nayak

ଜିଲ୍ଲା କଂଗ୍ରେସ କିମିଟି ପକ୍ଷରୁ ନୂଆଖାଇ ଭେଟଘାଟ ରେ ଦୁଲୁକିଲା ଖଡ଼ିଆଳ

Sunil Chandra Nayak

Leave a Comment

error: Content is protected !!