ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ନଗରପାଳ ନୂତନ ଜିଲ୍ଳାପାଳ ଙ୍କୁ ସାକ୍ଷାତ

ଜୁନାଗଡ଼,୪/୭(ମ ନି ସ) ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ କଲହାଣ୍ଡି ର ନୂତନ ଜିଲ୍ଲାପାଳଙ୍କୁ ଭେଟି ସହରର ବିକାଶ ନେଇ ଆଲୋଚନା କରିଛନ୍ତି।କଳାହାଣ୍ଡିରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ପି.ଅନ୍ୱେସା ରେଡ୍ଡୀ ଙ୍କୁ ନଗରପାଳ ସୌଜନ୍ୟ ମୂଳକ ସାକ୍ଷାତ କରି ସ୍ୱାଗତ କରିଥିଲେ।ଏଥି ସହ ଜୁନାଗଡ଼ ସହର ବିକାଶ ନେଇ ଅଲୋଚନ। କରିଥିଲେ। ସହର ପାନୀୟଜଳ, ପରିମଳ, ଆବାସ ଯୋଜନା, ଭିତ୍ତିଭୂମି ର ବିକାଶ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଐତିହାସିକ ସହର ବିକାଶ ପାଇଁ ଆଗ୍ରହର ସହିତ ସହଯୋଗ ରହିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିବା ଜଣାଯାଇଛି।ସାକ୍ଷ୍ୟତ ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ବିସମ୍ବର ମିଶ୍ର, କନିଷ୍ଠ ଯନ୍ତ୍ରୀ ଅରୁଣ ବେହେରା ପ୍ରମୁଖ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ

Related posts

ନୂଆପଡା ଜିଲ୍ଲାପରିଷଦ ଅଧକ୍ଷା ରୂପେ ଡଲି ମାଝୀ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

Sunil Chandra Nayak

ରୋଜାଲିନ ବେହେରା ଙ୍କ ଗଲ୍ପ ମୌନ ଯେବେ ମୁଖରିତ ହୁଏ

Sunil Chandra Nayak

ଜୟ କୁମାର ମିଶ୍ର  ଙ୍କ କବିତା ମଦୁଆ ବେଭାର

Leave a Comment

error: Content is protected !!