ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ନଗରପାଳ ନୂତନ ଜିଲ୍ଳାପାଳ ଙ୍କୁ ସାକ୍ଷାତ

ଜୁନାଗଡ଼,୪/୭(ମ ନି ସ) ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ କଲହାଣ୍ଡି ର ନୂତନ ଜିଲ୍ଲାପାଳଙ୍କୁ ଭେଟି ସହରର ବିକାଶ ନେଇ ଆଲୋଚନା କରିଛନ୍ତି।କଳାହାଣ୍ଡିରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ପି.ଅନ୍ୱେସା ରେଡ୍ଡୀ ଙ୍କୁ ନଗରପାଳ ସୌଜନ୍ୟ ମୂଳକ ସାକ୍ଷାତ କରି ସ୍ୱାଗତ କରିଥିଲେ।ଏଥି ସହ ଜୁନାଗଡ଼ ସହର ବିକାଶ ନେଇ ଅଲୋଚନ। କରିଥିଲେ। ସହର ପାନୀୟଜଳ, ପରିମଳ, ଆବାସ ଯୋଜନା, ଭିତ୍ତିଭୂମି ର ବିକାଶ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଐତିହାସିକ ସହର ବିକାଶ ପାଇଁ ଆଗ୍ରହର ସହିତ ସହଯୋଗ ରହିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିବା ଜଣାଯାଇଛି।ସାକ୍ଷ୍ୟତ ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ବିସମ୍ବର ମିଶ୍ର, କନିଷ୍ଠ ଯନ୍ତ୍ରୀ ଅରୁଣ ବେହେରା ପ୍ରମୁଖ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ

Related posts

ମମତା ସାହୁ ଙ୍କ କବିତା ପ୍ରଗାଢ ପ୍ରେମ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ବାରା ନିର୍ମିତ କଳାହାଣ୍ଡି ଜିଲ୍ଲାର ୨ଟି ପ୍ରକଳ୍ପ ର ଲୋକାର୍ପଣ ସହ ୧ ଟି ପ୍ରକଳ୍ପ ର ଶୁଭ ଭିତ୍ତପ୍ରସ୍ତର ସ୍ଥାପନ 

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ପ୍ରେମ ଫୁଲ ଶର ମାରି

Leave a Comment

error: Content is protected !!