ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁରୁଷୋତ୍ତମ ମିଶ୍ର ଙ୍କ ପରଲୋକ 

ଉତ୍କେଲା, ଠ୬/O୭, ମ ନି ସ, କେସିଙ୍ଗା ବ୍ଳକ ଉତ୍କେଲା ଗ୍ରାମ ପଞ୍ଚାୟତ ର ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ମିଶ୍ର (୮୩) ଗତକାଲି ମଙ୍ଗଳବାର ଦିନ ବିୟୋଗ ଘଟିଛି। ସେ ମିଷ୍ଟଭାଷି ଛାତ୍ର ବତ୍ସଳ,ମୂର୍ତ୍ତି ଶିଳ୍ପ,ଚିତ୍ର ଶିଳ୍ପ, ଅଧ୍ୟାମିକତା ଓ ସାମାଜିକ କାର୍ଯରେ ନିଜର ଅବଦାନ ପାଇଁ ଅତି ଚର୍ଚ୍ଚିତ ଚେହେରା Iଉତ୍କେଲା ଅଞ୍ଚଳରେ ତାଙ୍କରି ବିୟୋଗରେ ଶୁନ୍ୟ ସ୍ଥାନ ସୃଷ୍ଟି ହୋଇଯାଇଛି। ତାଙ୍କରି ୪ ପୁଅ ୨ ଝୀଅ ସମେତ ସାମାଜିକ ଲୋକ ଅଗଣିତ ଛାତ୍ରଛାତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ।ବଡ ପୁଅ ଓମ ପ୍ରକାଶ ମିଶ୍ର ମୁଖାଗ୍ନି ଦେଇଥିବା ବେଳେ ରଞ୍ଜିତ କୁମାର ମିଶ୍ର,ସନ୍ତୋଷ କୁମାର ମିଶ୍ର, ସୁରେଶ କୁମାର ମିଶ୍ର ଉପସ୍ଥିତ ରହିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ରାଖାଲ ଚନ୍ଦ୍ର ସ୍ବାଇଁ ଙ୍କ ଗଳ୍ପ କହିବା କରିବା ଭିତରେ ବହୁତ ଫରକ

Sunil Chandra Nayak

ରସାୟନ ବିଜ୍ଞାନ ବିଭାଗରେ ସେମିନାର

Sunil Chandra Nayak

ପାତ୍ରପୁଟ ଠାରେ ଲାଖବିନ୍ଧା ବଜାର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!