ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲେଖକ ପରିଚୟ ଗ୍ରନ୍ଥ

ରାଉରକେଲା/ ଓଡିଶା ସାହିତ୍ୟ ଏକାଡେମୀ ସମଗ୍ର ଓଡିଶାର ଲେଖକ ମାନଙ୍କର ଏକ ପରିଚୟ ଗ୍ରନ୍ଥ ପ୍ରକାଶ କରିବାକୁ ଯାଉଛନ୍ତି। ଏଥି ନିମନ୍ତେ ସୁନ୍ଦରଗଡ ଜିଲ୍ଲାର ସମସ୍ତ ଲେଖକ ମାନଙ୍କୁ ନିବେଦନ କରାଯାଉଛି ଯେ ଆସନ୍ତା ଜୁଲାଇ ମାସ ୧୫ ତାରିଖ ସୁଦ୍ଧା ରାଜୀବ ପାଣି,ସଦସ୍ୟ ଓଡିଶା ସାହିତ୍ୟ ଏକାଡେମୀ, ଦୁରଭାଷ ୯୪୩୭୯୪୨୨୩୪ ନମ୍ବରରେ ଯୋଗାଯୋଗ କରି ନିମ୍ନୋକ୍ତ ଧାରା ଅନୁଯାୟୀ ପରିଚୟ ଫର୍ମ ପ୍ରଦାନ କରିବେ। ସାହିତ୍ୟିକ/ସାହିତ୍ୟିକା ଙ୍କ ନାମ,ସଂପୂର୍ଣ୍ଣ ଡାକ। ଠିକଣା, ଭ୍ରାମ୍ୟଭାଷ, ଇ ମେଲ ଆଇଡି, ଶିକ୍ଷାଗତ ଯୋଗ୍ୟତା,ବୃତ୍ତି,ଜନ୍ମ ଓ ବିବାହ ତାରିଖ, ଲେଖକଙ୍କ ପ୍ରକାଶିତ ପୁସ୍ତକର ନାମ ଓ ପ୍ରକାଶନର କାଳ, ପ୍ରକାଶକ, ଲେଖକଙ୍କୁ ପ୍ରାପ୍ତ ପୁରସ୍କାର /ସମ୍ମାନର ବିବରଣୀ (କେବଳ ସ୍ବୀକୃତି ପ୍ରାପ୍ତ ଅନୁଷ୍ଠାନରୁ) । ଲେଖକ ମାନେ ଯଥା ଶିଘ୍ର ଏହି ଫର୍ମ ପ୍ରଦାନ କରିବାକୁ ଶ୍ରୀପାଣି ନିବେଦନ କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ନବ ନିଯୁକ୍ତ ବାମନଘାଟୀ ଉପଖଣ୍ଡ ପୋଲିସ ପ୍ରଶାସକଙ୍କୁ ଵାମନଘାଟୀ ପ୍ରେସ କ୍ଲବର‌ ସ୍ବାଗତ ଓ ସମ୍ବର୍ଦ୍ଧନା

Sunil Chandra Nayak

ଭାଲୁ ଆକ୍ରମଣରେ ଯୁବକ ଗୁରୁତର, ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ନାରୀ

Sunil Chandra Nayak

Leave a Comment

error: Content is protected !!