ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଥୁରା ଗୃହ କର୍ତ୍ତା ଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ ଅଭିଯୋଗ

ଜୁନାଗଡ଼,୧୩/୭(ମ ନି ସ) ଜୁନାଗଡ ଥାନା ଅନ୍ତର୍ଗତ ମଥୁରା ଗ୍ରାମ ରେ ଫକିର୍ ମୋହନ ପଣ୍ଡା ଙ୍କ ଘରୁ ବୁଧବାର ଦିନ ଦ୍ଵିପ୍ରହରରେ ଘରେ କିଏ ନ ଥିବା ସମୟ ରେ ଲକ୍ଷ୍ୟାଧିକ ଟଙ୍କା ଓ ସୁନାଗହଣା ଚୋରି ହୋଇଥିବା ସ୍ତାନୀୟ ଥାନା ରେ ଅଭିଯୋଗ ହୋଇଛି l ପ୍ରକାଶ ଯେ ଫକିର୍ ମୋହନ ପଣ୍ଡା ପରିବାର ସହିତ କୋଣସି କାମ ରେ ଘରୁ ବାହାରକୁ ଯାଇଥିବା ସମୟ ରେ କିଛି ଦୁର୍ବୁତ୍ତ ଘରେ ପଶି ନଗଦ ଟଙ୍କା ଓ ସୁନାଗହଣା ଚୋରି ହୋଇଥିବା ଶ୍ରୀ ପଣ୍ଡା ଜାଣିବାକୁ ପାଇଥିଲେ l ଘରେ ରଖିଥିବା ଦୁଇଲକ୍ଷ୍ୟ ଟଙ୍କା ଏବ୍ଂ ତିନି ଭରି ସୁନା ଚୋରି ହୋଇଥିବା ନେଇ ଜୁନାଗଡ ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ଏ ସଂକ୍ରାନ୍ତରେ ଥାନା ରେ ଏକ ମାମଲା ରୁଜୁ ହୋଇ ପୋଲିସ ଘଟଣା ସ୍ଥଳରେ ରେ ପହଂଚି ଛାନ୍ ବିନ୍ ଜାରି ରଖିଛି lଖବର ଲେଖା ହେବା ପର୍ଯ୍ଯନ୍ତ ପୋଲିସ ଦୁର୍ବୁତ୍ତ ଙ୍କ ସୁରlଗ ପାଇ ପlରି ନଥିବା ବେଳେ ପୋଲିସ ର ତତ୍ପରତା ପ୍ରକାଶ କରି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଉତ୍ତମ୍ କୁମାର ସାହୁ ପ୍ରକାଶ କରିଛନ୍ତି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ

 

 

Related posts

ନୂଆପଡା ଜିଲ୍ଲା ଖଡ଼ିଆଳ ସବଜଜ ଙ୍କ ଓକିଲ ଓ ମହକିଲ ଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗ , ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ପ୍ରତ୍ୟେକ ଗ୍ରାମାଞ୍ଚଳରେ ବୋଲେନ୍ ଯାତ୍ରା ଆୟୋଜିତ ହେଉଛି

ଭାରତର ସ୍ବାଧୀନତା ଆନ୍ଦୋଳନରେ ଇରମ ମାଟିର ବଳିଦାନ ଇତିହାସରେ ଅଦ୍ୱିତୀୟ

Sunil Chandra Nayak

Leave a Comment

error: Content is protected !!