ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓବିଶି ଏସଟି ଏସ୍ସି ପଞ୍ଚାୟତ ସ୍ତରିୟ କମିଟି ପାଇଁ ପ୍ରସ୍ତୁତି ବୈଠକ

ଉତ୍କେଲା,୧୪/୦୭, ମ ନି ସ  ଗୁରୁବାର ୫ ଘଣ୍ଟା ସମୟରେ ସ୍ଥାନୀୟ ଉତ୍କେଲା ସାପ୍ତାହିକ ବଜାର ପ୍ରାଙ୍ଗଣରେ ହେବାକୁ ଥିବା ଆସନ୍ତା ରବିବାର OBC,ST,SC, ମିଲିତ ମଞ୍ଚ ସଙ୍ଗଠନ ର ପଞ୍ଚାୟତ ସ୍ତରୀୟ କମିଟି ଗଠନ କୁ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା।ଉକ୍ତ ବୈଠକରେ ଅନେକ ଲୋକଙ୍କ ଉପସ୍ଥିତିରେ କାର୍ୟସୁଚି ଉପରେ ବିଚାର ବିମର୍ଶ ହୋଇ ନିଷ୍ପତି ନିଆଯାଇଥିଲା ଯେ ଆସନ୍ତା ବୈଠକ ରେ ପ୍ରତ୍ୟେକ ସମାଜ ରୁ ଜଣେ ଜଣେ ପ୍ରତିନିଧିତ୍ଵ କରିବେ । ସଭା ଅପରାହ୍ନ ସମୟ ୨ଟାରେ ରଖା ଗଲା,ତେଣୁ ସମସ୍ତଙ୍କୁ ଆସନ୍ତା ରବିବାର ସଭାର ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବା ପାଇଁ ଅନୁରୋଧ କରା ଯାଇଥିଲା।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ପୁଣିଥରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

ଦାୟିତ୍ବ ନେଲେ ଅଧକ୍ଷ୍ୟ ମୁକେଶ ଅଗ୍ରୱାଲ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ରଥ

Sunil Chandra Nayak

Leave a Comment

error: Content is protected !!