ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦୁଝର – ଶୈବ ପୀଠରୁ ଚନ୍ଦ୍ରଶେଖର ଙ୍କ ରୁପାରେ ନିର୍ମିତ ପୁରାତନ ମୂର୍ତ୍ତି ଚୋରି

କେନ୍ଦୁଝର ଜିଲ୍ଲାର ସର୍ବପୁରାତନ ଆନନ୍ଦପୁର ଉପଖଣ୍ଡ ଦେଓଗାଁ ର କୁଶଳେଶ୍ୱର ଶୈବ ପୀଠରୁ ଚନ୍ଦ୍ରଶେଖର ଙ୍କ ମୂର୍ତ୍ତି ଚୋରି। ଚାନ୍ଦି ରୁପାରେ ନିର୍ମିତ ଏହି ପୁରାତନ ମୂର୍ତ୍ତି ର ଓଜନ ୧୦ କେଜି ରୁ ଉର୍ଦ୍ଧ୍ବ ହେବ ବୋଲି ପୂଜା ପଣ୍ଡା କହନ୍ତି। ଆଜି ଭୋର ସମୟରେ ନୀତିକାନ୍ତି କରିବାକୁ ପୁରୋହିତ ଆସିବା ପରେ ଦେଖିବାକୁ ପାଇଥିଲେ ଯେ ଚନ୍ଦ୍ରଶେଖର ମନ୍ଦିର ର ଚାବି ଭାଙ୍ଗି ମୂର୍ତ୍ତି କିଏ ନେଇଯାଇଛି। ଖବର ପାଇ ଘଷିପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସବୁ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ତେବେ ମନ୍ଦିର ର ନୀତିକାନ୍ତି ବନ୍ଦ ରହିଥିବା ମନ୍ଦିର ପୂଜକ କହିଛନ୍ତି।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ୍।

 

 

Related posts

କଳାହାଣ୍ଡି -୨୩୧ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା।

Sunil Chandra Nayak

ସହଦେବ ପରିଡ଼ା ଙ୍କ କବିତା ଅନ୍ଧାର ପୁରୀରେ ସୀତା

Sunil Chandra Nayak

ଓଡିଶାରୁ ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ବନ୍ଧା ପଡ଼ିଛନ୍ତି ଯୁବକ

Sunil Chandra Nayak

Leave a Comment

error: Content is protected !!