ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଗଡ଼ିଲା ଜନସଂଖ୍ୟା ସ୍ଥିରତା ସଚେତନତା ରଥ

କୋକସରା,୧୪/୭- (ମ ନି ସ ) କଳାହାଣ୍ଡି  ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜନସଂଖ୍ୟା ସ୍ଥିରତା ସଚେତନତା ରଥକୁ ଡାକ୍ତରଖାନା ପରିସରରେ ସବୁଜ ପତାକା ଦେଖାଇ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଉଦଘାଟନ କରିଥିଲେ । ଏହି ସଚେତନତା ରଥ କୋକସରା ବ୍ଲକର ୨୨ ପଞ୍ଚାୟତ ପରିଭ୍ରମଣ କରି ଜନସଂଖ୍ୟା ନିୟନ୍ତ୍ରଣ ଓ ପରିବାର ନିୟୋଜନ ପଦ୍ଧତି ସମ୍ବନ୍ଧରେ ସଚେତନ କରିବା ଲକ୍ଷ୍ୟରେ ବାହାରିଛି।ଏହି ଅବସରରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ବିପିଏମ ମାନସ ରଞ୍ଜନ ସ୍ୱାଇଁ, ହିସାବ ରକ୍ଷକ କିରଣ ପାଣିଗ୍ରାହୀ, ବିଡିଏମ ଇଜାକ ଅହମଦ, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମି ଓ ଡାକ୍ତରଖାନା ର କର୍ମଚାରୀ ଉପସ୍ଥିତ ରହିଥିଲେ।

Related posts

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ଷଷ୍ଠ ସ୍ବରୂପ ମାତା କାତ୍ୟାୟନୀ

Sunil Chandra Nayak

ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଅଧିକାଂଶ ଅଞ୍ଚଳରେ ଯୋଗାଯୋଗ ବିଛିନ୍ନ

Sunil Chandra Nayak

ସଫଳ। ଦାସ ଙ୍କ କବିତା ତୁମେ

Leave a Comment

error: Content is protected !!