ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ ନିର୍ବାଚିତ ସରପଞ୍ଚଙ୍କ ଶୋଭାଯାତ୍ରା

ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ଖାସବାହାଲ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ କୁନୁ ଚରଣ ବେହେରା ନିଜ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଶୋଭାଯାତ୍ରା କରି ଭୋଟର ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ବଙ୍କାପୁର, ଖଇର ଭାଡ଼ି, ଆର୍ତ୍ତତ୍ରାଣ ପୁର,ନୁଆଁ ରାଜପୁର, ଚଚରା ଭଟା ଗ୍ରାମ ବୁଲି ବିପୁଳ ସଂଖ୍ୟାରେ ତାଙ୍କୁ ବିଜୟୀ କରାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଲୋକେ ମଧ୍ୟ ତାଙ୍କୁ ବନ୍ଦାପନା କରି ସ୍ୱାଗତ କରିଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

କଳାହାଣ୍ଡି ରେ ଲୋପ ପାଇଯାଇଥିବା କଫି ଚାଷକୁ ପୁନଃ ଉଦ୍ଧାର କରିବା ପାଇଁ ନିର୍ଦ୍ଦେଶ

Sunil Chandra Nayak

କେସିଙ୍ଗା ବ୍ଲକ ଆଦିବାସୀ ସଂଘର ନବନିର୍ବାଚିତ କର୍ମକର୍ତା ନିର୍ବାଚନ

Sunil Chandra Nayak

Leave a Comment

error: Content is protected !!