ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଶଟି ଶ୍ରେଣୀ ର ପିଲା ପଢୁଛନ୍ତି ବାରଣ୍ଡା ସହ ୪ କୋଠରିରେ

ଉତ୍କେଲା,୧୫/୦୭, ( ମ ନି ସ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ବାହାଦୁରପଦର ଗ୍ରାମ ଠାରେ ସରକାରୀ ଉନ୍ନିତ ଉଛ୍ଛ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପ୍ରଯ୍ୟନ୍ତ ରହିଛି। ଦଶଟି ଶ୍ରେଣୀ ପିଲା ପଢିବା ପାଇଁ ଏଠାରେ ଛଅଟି କୋଠରି ରହିଥିବା ବେଲେ ପିଲାଙ୍କ ପଢିବା ପାଇଁ ଥିବା ଦୁଇଟି କୋଠରି କୁ ଭଙ୍ଗାଯାଇ ନିର୍ମାଣ କରାଯାଉଛି।ନିର୍ମାଣ ବିଲମ୍ବ ହେବାରୁ ବର୍ତ୍ତମାନ ବର୍ଷା ଦିନ ପରିସ୍ଥିତି ରେ ବହୁ ଅସୁବିଧା ସହ ସ୍କୁଲ ର ବାରଣ୍ଡା ସହ ଚାରି ଭାଗରେ ଦଶଟି ଶ୍ରେଣୀ ର ଛାତ୍ରଛାତ୍ରୀ ବସି ପଢୁଥିବାର ନଜରକୁ ଆସିଛି।ଅଷ୍ଠମ ଶ୍ରେଣୀ ପିଲା ବାରଣ୍ଡା ରେ ଓ ଦଶମ ଶ୍ରେଣୀ ପିଲାମାନେ କମ୍ପ୍ୟୁଟର ଥିବା କୋଠରିରେ ପଢୁଛନ୍ତି।ଏପଟେ ବିଦ୍ୟାଳୟ ରେ ବିଜ୍ଞାନ ଶିକ୍ଷକ ବହୁଦିନ ହେଲା ଖାଲି ପଡିଛି। ଏଣୁ ଶିଘ୍ର ଶ୍ରେଣୀ କୋଠରି ନିର୍ମାଣ ସାରିବା ଓ ବିଜ୍ଞାନ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀଙ୍କ ଏଠାରେ ଦୃଢ ଦାବୀ କରିଛନ୍ତି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

 

Related posts

ବିଜୟ କୁମାର ଜେନା ଙ୍କ କବିତା କଳା ମେଘ

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ବିଭାଗ ଚରୈବେତି ତରଫରୁ ମାସିକ ସାହିତ୍ୟ ଆସର

Sunil Chandra Nayak

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ 

Sunil Chandra Nayak

Leave a Comment

error: Content is protected !!