ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁର ବ୍ରାହ୍ମଣ ସମାଜ ଗଠିତ

ମ.ରାମପୁର ୧୬/୦୭(ମସୀହା) କଳାହାଣ୍ଡି ଜିଲ୍ଲା ବ୍ରାହ୍ମଣ ସମାଜ ର ଆହ୍ୱାନ କ୍ରମେ ଆଜି ମ.ରାମପୁର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ମ.ରାମପୁର ବ୍ରାହ୍ମଣ ସମାଜ କମିଟି ଗଠନ ହୋଇଯାଇଛି। ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ ଙ୍କ ଉପସ୍ଥିତି ରେ ଆଜି ଗଠିତ ହୋଇ ଥିବା ମ.ରାମପୁର କମିଟି ରେ ସର୍ବ ସମତି କ୍ରମେ ସଭାପତି ଭାବେ ଶିବ ପ୍ରସାଦ ଶତପଥୀ, ଉପସଭାପତି ସହଦେବ ପାଢ଼ୀ ଓ ବାଲ ଗୋପlଲ ମିଶ୍ର,ସାଧାରଣ ସଂପାଦକ ପ୍ରଶାନ୍ତ ସମନ୍ତରା,ସଂଗଠକ ସଂପାଦକ ବିଷ୍ଣୁ ପ୍ରସାଦ ମହାପାତ୍ର, କୋଷାଧ୍ୟକ୍ଷ ଉଦ୍ଧବ ପଣ୍ଡା,କାର୍ଯ୍ୟକାରୀ ସଭ୍ୟ ଭାବେ ତ୍ରିଲୋଚନ ଦାସ, ଅନ୍ତର୍ଯ୍ୟାମୀ ମିଶ୍ର, ମଳୟ ତ୍ରିପାଠୀ, ରାଜେଶ ପାଠକ ଓ ସନ୍ତୋଷ ନନ୍ଦ ମନୋନୀତ ହୋଇଥିବା ବେଳେ ପର୍ଶୁରାମ ସେନା ବ୍ଲକ ସଂଯୋଜକ ଭାବରେ ମାନସ ରଞ୍ଜନ ପ୍ରହରାଜ ଓ ପ୍ରଜ୍ଞା ବାହିନୀ ସଂଯୋଜିକା ସଂଯୁକ୍ତା ପୁରୋହିତ ମନୋନୀତ ହୋଇଥିଲେ। ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ,ଉପସଭାପତି ଜନାର୍ଦ୍ଧନ ପଣ୍ଡା ଓ ଭବେନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ କମ୍ଭୁ ପାଣି ମିଶ୍ର ସଭାର ଆୟୋଜନ କରିଥିଲେ ଏବଂ ରାକେଶ ଶତପଥୀ, ଅନିରୁଦ୍ଧ ପାଢ଼ୀ, ସରୋଜ ପଣ୍ଡା, ଅଶୋକ ପଣ୍ଡା, ଶେଷଦେଵ ଦାସ ପ୍ରମୁଖ ସହଯୋଗ କରିଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ

Related posts

ଚାରିଗୋଟି ମୋଟାର ବୋମା ଉଦ୍ଧାର

Sunil Chandra Nayak

ମମତା ଶତପଥୀ ଙ୍କ କବିତା ସ୍ପର୍ଶ

ସରୋଜ କୁମାର ସାହୁ ଙ୍କ କବିତା ବିଧବା

Sunil Chandra Nayak

Leave a Comment

error: Content is protected !!