ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭିଜିଲାନ୍ସ ଜାଲରେ ସରକାରୀ ଡାକ୍ତର

ଢେଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଭେଷଜ୍ ବିଭାଗ ର ଡାକ୍ତର ଉମାକାନ୍ତ ଖେଜୁରିଆ କଟକ ଢେଙ୍କାନାଳ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି। ପ୍ରକାଶ ଥାଉ କି ଯେ ଏକ ମୃତ୍ୟୁ ସାର୍ଟିଫିକେଟ ପ୍ରଦାନ କରିବାକୁ ଏଲ ,ଆଇ ,ସି ଏଜେଣ୍ଟ ଙ୍କ ଠାରୁ ଏକ ଲକ୍ଷ ଦଶ ହଜାର ଟଙ୍କା ର ଶତକଡା ଦଶ ପରସେଣ୍ଟ ହିସାବରେ ଏଗାର ହଜାର ଟଙ୍କା ନେଉଥିଲେ । ଡାକ୍ତରଖାନାର ସମ୍ମୁଖରେ ଏକ କ୍ଲିନିକ୍ ରେ ଟଙ୍କା ନେଉଥିବା ସମୟରେ ମାଡି ବସିଥିଲେ ପ୍ରଥମେ ସ୍ଥାନୀୟ ଭିଜିଲାନ୍ସ ଅଫିସର।ଏବଂ ଅଭିଯୁକ୍ତ ଡ଼ାକ୍ତର ଙ୍କୁ କଟକ ଭିଜିଲାନ୍ସ ଅଭିମୁଖେ ନେଇଥିବା ର ସୂଚନା ମିଳିଛି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:–ଅଧ୍ୟାୟ-୯

Sunil Chandra Nayak

ଆମଲାଵେଡାରେ ଜୁମ୍ବାଗାଡା କ୍ଷୁଦ୍ରବନ୍ଧ ଯୋଜନାର ବୈଷୟିକ ସର୍ବେକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ଯୋଗଦାନ

Sunil Chandra Nayak

ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗସ୍ତରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା

Leave a Comment

error: Content is protected !!