ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭିଜିଲାନ୍ସ ଜାଲରେ ସରକାରୀ ଡାକ୍ତର

ଢେଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଭେଷଜ୍ ବିଭାଗ ର ଡାକ୍ତର ଉମାକାନ୍ତ ଖେଜୁରିଆ କଟକ ଢେଙ୍କାନାଳ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି। ପ୍ରକାଶ ଥାଉ କି ଯେ ଏକ ମୃତ୍ୟୁ ସାର୍ଟିଫିକେଟ ପ୍ରଦାନ କରିବାକୁ ଏଲ ,ଆଇ ,ସି ଏଜେଣ୍ଟ ଙ୍କ ଠାରୁ ଏକ ଲକ୍ଷ ଦଶ ହଜାର ଟଙ୍କା ର ଶତକଡା ଦଶ ପରସେଣ୍ଟ ହିସାବରେ ଏଗାର ହଜାର ଟଙ୍କା ନେଉଥିଲେ । ଡାକ୍ତରଖାନାର ସମ୍ମୁଖରେ ଏକ କ୍ଲିନିକ୍ ରେ ଟଙ୍କା ନେଉଥିବା ସମୟରେ ମାଡି ବସିଥିଲେ ପ୍ରଥମେ ସ୍ଥାନୀୟ ଭିଜିଲାନ୍ସ ଅଫିସର।ଏବଂ ଅଭିଯୁକ୍ତ ଡ଼ାକ୍ତର ଙ୍କୁ କଟକ ଭିଜିଲାନ୍ସ ଅଭିମୁଖେ ନେଇଥିବା ର ସୂଚନା ମିଳିଛି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ଚନ୍ଦାହାଣ୍ଡି ରେ ଲାଖ ବିନ୍ଧା ପର୍ବ ଅନୁଷ୍ଠିତ

Sunil Chandra Nayak

ଉମାକାନ୍ତ ଦାସ ଙ୍କ ପ୍ରବନ୍ଧ ଷାଠିଏ ପଉଟି

Sunil Chandra Nayak

ବ୍ଲକ ଚେୟାରମେନଙ୍କ ସିର୍ଜାପାଲି ଓ ବେଲଖଣ୍ଡି ପଞ୍ଚାୟତ ଗସ୍ତ

Leave a Comment

error: Content is protected !!