ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୂଷଣଙ୍କ ହତ୍ୟାକାଣ୍ଡ ଘଟଣାରେ ଅନ୍ୟମାନଙ୍କ ସଂପୃକ୍ତିକୁ ନେଇ ଖୋଳତାଡ଼

କେସିଙ୍ଗା – କକା ଭୂଷଣଙ୍କୁ ହତ୍ୟା ମାମଲାରେ ପୁତୁରା ଦୈାଲତ ଏବେ ବିଚାର ବିଭାଗୀୟ ହାଜତରେ ରହିଛି। କିନ୍ତୁ ଭୂଷଣଙ୍କ ପରିବାର ଏହି ହତ୍ୟାକାଣ୍ଡରେ ଅନ୍ୟମାନଙ୍କ ସଂପୃକ୍ତିକୁ ନେଇ ବାରମ୍ବାର ଅଭିଯୋଗ କରୁଆସୁଥିବା ବେଳେ ଜନସାଧାରଣ ଜଣେ ଏଥିରେ ସଂପୃକ୍ତ ଥିବା ନେଇ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଏବେ କେସିଙ୍ଗା ପୋଲିସ ତାହାର ତଦନ୍ତ ପରିସରକୁ ଜୋରଦାର କରି ଗତ ୧୩ ତାରିଖରେ ଅଭିଯୁକ୍ତ ଦୈାଲତଙ୍କ ସହ ଅନ୍ୟ ୫ ଜଣ ଏକ ହୋଟେଲକୁ ଖାଇ ଯାଇଥିବାର ସିସିଟିଭି ଫୁଟେଜକୁ ଆଧାର କରି ସଂପୃକ୍ତ ୫ ଜଣଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିବା ଖବର ମିଳିଛି । ଉଲ୍ଲେଖଯୋଗ୍ୟ ଗତ ୧୨ ତାରିଖରେ ପୁତୁରା ଦୈାଲତ କକା ଭୂଷଣଙ୍କୁ ହତ୍ୟା କରି ଏବେ ଜେଲରେ ଅଛନ୍ତି ।

କେସିଙ୍ଗା ରୁ ଚନ୍ଦ୍ରମଣି ସ୍ବାଇଁ ଙ୍କ ରିପୋର୍ଟ

 

Related posts

କାଶିବାହଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଵାଲା ଓ ପୋଷଣ ବଗିଚା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଶୁଭ ଦୀପାବଳୀ

Sunil Chandra Nayak

Leave a Comment

error: Content is protected !!