ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା ର ମହିଳା ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର ବିଜୟ କୁ ନେଇ ସମଗ୍ର କନ୍ଧମାଳ ରେ ଖୁସି ର ଲହରୀ

ଫୁଲବାଣୀ -:  ଓଡ଼ିଶା ମାଟିର ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ମହା ମହିମ ରାଷ୍ଟ୍ରପତି ଙ୍କର ବିଜୟ ଯୋଗୁଁ କନ୍ଧମାଳ ଜିଲ୍ଲା ବିଜୁଜନତା ଦଳ ଖୁସି ବ୍ୟକ୍ତ କରିଛି। ଏବଂ ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଶୁଭେଚ୍ଛା ଜଣାଇଛି । କନ୍ଧମାଳ ଜିଲ୍ଲା ବିଜୁଜନତା ସଭାପତି ସୋରଜ କର୍ଣ୍ଣ ଙ୍କ ନେତୃତ୍ୱରେ ଫୁଲବାଣୀ ସହର ସ୍ଥିତ ବିଜୁ ପଟ୍ଟନାୟକ ଙ୍କର ପ୍ରତିମୂର୍ତ୍ତି ରେ ବିଜୁଜନତା ଦଳର ମହିଳା ମୋର୍ଚ୍ଚା କନ୍ଧମାଳ ଜିଲ୍ଲା ସଭାନେତ୍ରୀ ପୁନମ କଁହର ,ଫୁଲବାଣୀ ପୋୖର ପରିଷଦ ଉପ ନଗରପାଳ ପାୟେଲ ବେହେରା,ଜିଲ୍ଲା ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ମଲ୍ଲିକ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କମଳ ବେହେରା,ଜିଲ୍ଲା ବିଜେଡି ଛାତ୍ର ସଭାପତି ସୁନିଲ ସେଠୀ, ନଗର ସଭାପତି ସୁଧୀର କଁହର, ପାର୍ଥ ସାରଥୀ ବିଶ୍ୱାଳ, ସନ୍ଧିପ ମହାନ୍ତି, କାଉନସିଲର ରାଜେନ୍ଦ୍ର କୁମାର ପାଢୀ, ମଧାବି ମିଶ୍ର,ଟୁନି ସେଠୀ, ଲୋକଚନ କଁହର,ମମତା କଁହର, ପୂର୍ବତନ ଖଜୁରିପଡା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କଁହର, ବିଜୁ ଜନତା ର ବରିଷ୍ଠ କର୍ମୀ ପଞ୍ଚାନନ କଁହର,ନଗର ଉପ ସଭାପତି ଦାରୁଣ ବେହେରା,ବିଜେଡି ର ସଂଗଠନ ବୃଦ୍ଧି କରୁଥିବା ସଙ୍ଗଠକ ତଥା ରାଜ୍ୟ ସୁନାମଧନ୍ୟ କଣ୍ଠଶିଳ୍ପୀ ଜଳନ୍ଦର ବେହେରା,ଆଇନଜୀବୀ ପଙ୍କଜ ବେହେରା,ପୂର୍ବତନ ମହିଳା ମୋର୍ଚ୍ଚା ଜିଲ୍ଲା ସମ୍ପାଦିକା ଗୀତାଞ୍ଜଳି ବେହେରା,ସମେତ ସମସ୍ତ୍ ବିଜେଡି କର୍ମକର୍ତ୍ତା ଓ କର୍ମୀ ବିଜୁ ପଟ୍ଟନାୟକ ଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ନୂତନ ରାଷ୍ଟ୍ରପତି ଙ୍କର ବିଜୟ କୁ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

 

 

 

Related posts

ଆଦିବାସୀ ସଂଘର ବ୍ଲକ ସ୍ତରୀୟ ନୂଆଖାଇ ଭେଟଘାଟ

Sunil Chandra Nayak

ପିଅନଙ୍କ ହାତରେ ବିଇଓ ଅଫିସର ଭାଗ୍ୟ !

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ବିବେକକୁ ପ୍ରକାଶ କର

Sunil Chandra Nayak

Leave a Comment

error: Content is protected !!