ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଷାଗୁମୁଡ଼ା କଂଗ୍ରେସ ନେତା ଙ୍କୁ ବହିଷ୍କୃତ 

କୋଷାଗୁମୁଡ଼ା ୨୫|୦୭|  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ଅନ୍ତର୍ଗତ ରାଜୋଡା ପଞ୍ଚାୟତ ର ୬ଜଣ କଂଗ୍ରେସ କର୍ମୀ ଙ୍କୁ ସୋମବାର କଂଗ୍ରେସ ଦଳ ର ପ୍ରାଥମିକ ସଦସ୍ୟ ରୁ ବହିଷ୍କାର କରାଯାଇଥିବା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି l ବହିଷ୍କୃତ କରାଯାଇଥିବା ସଦସ୍ୟ ମାନେ ଅନୁଶାସନ ଭାଙ୍ଗ ଦଳୀୟ ଆଚରଣ ଓ ଗୁପ୍ତ ଭାବେ ବିଜୁ ଜନତା ଦଳ ସହ ସମ୍ପର୍କ ରଖି ଦୁର୍ବଳ କରିବାରୁ ତାଙ୍କୁ କଂଗ୍ରେସ ଦଳ ରୁ ବହିଷ୍କୃତ କରାଯାଇଛି I ସେମାନେ ହେଲେ ରାଜୋଡା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ମହେଶ୍ବର ଭଣ୍ଡାରୀ, ହରିହର ଭଣ୍ଡାରୀ, ମହେଶ୍ବର ବିଶୋୟୀ, ଲକ୍ଷ୍ମୀ ନାରାୟଣ ବିଶୋୟୀ, ହସ୍ତl ହରିଜନ, ଲକ୍ଷ୍ମୁ ସମରଥ ଙ୍କୁ ବହିଷ୍କୃତ କରାଯାଇଥିବା ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି l

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ତଅପୋଇ

Sunil Chandra Nayak

ବ୍ଳକ ସ୍ତରୀୟ ବିଜ୍ଞlନ ମେଳା

Sunil Chandra Nayak

ଜଳଛତ୍ର ଖୋଲିବା ପାଇଁ ଜନସାଧାରଣଙ୍କ ଦାବି

Sunil Chandra Nayak

Leave a Comment

error: Content is protected !!