ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶରଣ ଶ୍ରୀକ୍ଷେତ୍ରରୁ ଆଜି ଚିଣ୍ଟୁ ବାବାଙ୍କ ପୁରୀ ଗସ୍ତ

ଢେଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ୍ ଅନ୍ତର୍ଗତ ଏକ ଘରିଆ ସ୍ଥିତ ଶରଣ ଶ୍ରୀକ୍ଷେତ୍ରରୁ ଆଜି ଚିଣ୍ଟୁ ବାବା ପୁରୀ ଗସ୍ଥ କରିଛନ୍ତି। ମହାପ୍ରଭୁ ଜଗନ୍ନାଥ ଭଉଣୀ ସୁଭଦ୍ରା ଓ ବଡ ଭାଇ ବଳଭଦ୍ର ଙ୍କ ପାଇଁ ତୁଳସି,ଫୁଲ, ବିଭିନ୍ନ ଫଳ ମୂଳ ନେଇ ସେବାୟତଙ୍କୁ ଅର୍ପଣ କରିଛନ୍ତି । ଏହି ଫଳ ମୂଳ ମହାପ୍ରଭୁଙ୍କ ପାଖରେ ଲାଗିହେବ । ଏଠାରେ ସୂଚନାଯୋଗ୍ୟ ଯେ ଏହି ପୀଠ ରୁ ବିଭିନ୍ନ ସମୟରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସହ ଆଶ୍ରମ ତତଫରୁ ତୁଳସୀ, ଫୁଲ, ଫଳ କରାଯାଇ ଶ୍ରୀକ୍ଷେତ୍ର କୁ ପଠା ଯାଇଥାଏ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ୍

Related posts

କବିତା – ଉତ୍କଳ ଦିବସ

Sunil Chandra Nayak

ସନ୍ଧିକୁଲିଆରୀ ଠାରେ ଓବିସି, ଏସଟି, ଏସସି ମିଳିତ ମହାମଞ୍ଚ ର ବୁଦ୍ଧିଜୀବୀ ସମ୍ମିଳନୀ 

Sunil Chandra Nayak

ଜାତୀୟ ସଡକ ନିରାପତ୍ତା କ୍ଷୁଦ୍ର ଚଳଚ୍ଚିତ୍ର ରେ କୋକସରା ବ୍ଲକ ଓମ ଙ୍କ କମାଳ

Sunil Chandra Nayak

Leave a Comment

error: Content is protected !!