ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ବ୍ଲକ ଦିଗିସଲପା ଝିଅ ଯୁକ୍ତ ଦୁଇ ବିଜ୍ଞାନ ରେ ଓଡ଼ିଶାରେ ତୃତୀୟ : ଛୁଟୁଛି ଶୁଭେଚ୍ଛା ର ସୁଅ

 ତେନ୍ତୁଳିଖୁଣ୍ଟି ୨୮/୦୭/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ସଲପା ର ଝିଅ ତମନ୍ନା ପଣ୍ଡା ଯୁକ୍ତ ଦୁଇ ବିଜ୍ଞାନ ରେ ଓଡିଶା ରେ ତୃତୀୟ ହୋଇଛନ୍ତି। ସେ ଭୁବନେଶ୍ୱର ସ୍ଥିତ ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ମହିଳା)ରେ ଅଧ୍ୟୟନ କରୁଥିଲେ । ତାଙ୍କ ପିତା କୁଞ୍ଜ ବିହାରୀ ପଣ୍ଡା ଜଣେ ଚାଷୀ ହୋଇଥିବା ବେଳେ ମା ସଂତୋଷି ଗୃହିଣୀ। ତମନ୍ନା ଙ୍କ ଲକ୍ଷ୍ୟ ଉଚ୍ଚ ଶିକ୍ଷା ପରେ ସିଭିଲ ସର୍ଭିସ ରେ ଯୋଗ ଦେବା। ତମନ୍ନା ଯୁକ୍ତ ଦୁଇ ବିଜ୍ଞାନ ରେ ସମୁଦାୟ 600 ନମ୍ବର ରୁ 579 ନମ୍ବର ରଖିଛନ୍ତି। ପ୍ରଥମ ସ୍ଥାନ ରଖିଥିବା ଶ୍ୟାମ ସୁନ୍ଦର ପାଢ଼ୀ 582 ନମ୍ବର ରଖିଥିବାବେଳେ ତୁଷାର ରଂଜନ ପଣ୍ଡା, ରଘୁନାଥ ପାତ୍ର ଓ ଡମ୍ବରୁ ଧର ରାଉତ ତିନିହେଁ 581 ନମ୍ବର ରଖିଛନ୍ତି। ତମନ୍ନା ଙ୍କ ସଫଳତା ଯୋଗୁଁ ପିତା କୁଞ୍ଜ ଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟୁଛି।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ 71 ତମ ଗୋ- ସମ୍ବର୍ଦ୍ଧନା ଉତ୍ସବ ପାଳନ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ମାଁ ଠାକୁରାଣି ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପନ: ଝାରମୁଣ୍ଡା ଦଳ ବିଜେତା–ଭାଟିକୋଟ୍ ଦଳ ଉପ-ବିଜେତା

Sunil Chandra Nayak

Leave a Comment

error: Content is protected !!