ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ବ୍ଲକ ଦିଗିସଲପା ଝିଅ ଯୁକ୍ତ ଦୁଇ ବିଜ୍ଞାନ ରେ ଓଡ଼ିଶାରେ ତୃତୀୟ : ଛୁଟୁଛି ଶୁଭେଚ୍ଛା ର ସୁଅ

 ତେନ୍ତୁଳିଖୁଣ୍ଟି ୨୮/୦୭/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ସଲପା ର ଝିଅ ତମନ୍ନା ପଣ୍ଡା ଯୁକ୍ତ ଦୁଇ ବିଜ୍ଞାନ ରେ ଓଡିଶା ରେ ତୃତୀୟ ହୋଇଛନ୍ତି। ସେ ଭୁବନେଶ୍ୱର ସ୍ଥିତ ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ମହିଳା)ରେ ଅଧ୍ୟୟନ କରୁଥିଲେ । ତାଙ୍କ ପିତା କୁଞ୍ଜ ବିହାରୀ ପଣ୍ଡା ଜଣେ ଚାଷୀ ହୋଇଥିବା ବେଳେ ମା ସଂତୋଷି ଗୃହିଣୀ। ତମନ୍ନା ଙ୍କ ଲକ୍ଷ୍ୟ ଉଚ୍ଚ ଶିକ୍ଷା ପରେ ସିଭିଲ ସର୍ଭିସ ରେ ଯୋଗ ଦେବା। ତମନ୍ନା ଯୁକ୍ତ ଦୁଇ ବିଜ୍ଞାନ ରେ ସମୁଦାୟ 600 ନମ୍ବର ରୁ 579 ନମ୍ବର ରଖିଛନ୍ତି। ପ୍ରଥମ ସ୍ଥାନ ରଖିଥିବା ଶ୍ୟାମ ସୁନ୍ଦର ପାଢ଼ୀ 582 ନମ୍ବର ରଖିଥିବାବେଳେ ତୁଷାର ରଂଜନ ପଣ୍ଡା, ରଘୁନାଥ ପାତ୍ର ଓ ଡମ୍ବରୁ ଧର ରାଉତ ତିନିହେଁ 581 ନମ୍ବର ରଖିଛନ୍ତି। ତମନ୍ନା ଙ୍କ ସଫଳତା ଯୋଗୁଁ ପିତା କୁଞ୍ଜ ଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟୁଛି।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି ଙ୍କ ରିପୋର୍ଟ 

Related posts

ନୂଆପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ଚୟନ

Sunil Chandra Nayak

ସୁବାସ ନାୟକ ଙ୍କ ବିୟୋଗରେ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଶୋକ ସଭା

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ବନ୍ଦେ ମୋ ମାଟି ଉତ୍କଳ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort