ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଙ୍କଡ଼ାହାଡ଼ ବ୍ଲକ୍ ବିଡିଓ ଙ୍କୁ ସାମ୍ବାଦିକ ସଂଘର ଦାବିପତ୍ର

ଢ଼େଙ୍କାନାଳ: କଙ୍କଡ଼ାହାଡ଼ ବ୍ଲକ୍ ସାମ୍ୱାଦିକ ସଂଘ ସଭାପତି ଶ୍ରୀଯୁକ୍ତ ରାକେଶ କୁମାର ଦେହୁରୀଙ୍କ ନେତୃତ୍ୱରେ ଆଠ ଦଫା ସମ୍ବଳିତ ଏକ ଦାବିପତ୍ର ବିଡିଓ ବୁଲବୁଲ ବେହେରା ଙ୍କୁ ପ୍ରଦାନ କରଯାଇଛି।ଏଠାରେ ସୂଚନା ଯୋଗ୍ୟ ଯେ ବିଭିନ୍ନ ସମୟ ରେ ସରକାରୀ ସ୍ତର ରେ ହେଉଥିବା କାର୍ଯ୍ୟକ୍ରମ ରେ କାର୍ଯ୍ୟରତ ସାମ୍ବାଦିକ ମାନଂକୁ ଅଣଦେଖା କରାଯାଉଛି ଯାଦ୍ୱାରା ଗଣତନ୍ତ୍ର ର ଚତୁର୍ଥ ସ୍ଥମ୍ଭ ଟି ହୀନମନ୍ୟତା, ଅସନ୍ତୋଷ ସୃଷ୍ଟି କରୁଛି ବୋଲି ଗତ କାଲି ସଂଘ ପକ୍ଷରୁ ଏକ ବୈଠକ ବସିଥିଲା।ଉକ୍ତ ବୈଠକରେ ସମ୍ପାଦକ ଟୁକୁନା ବିଶ୍ଵାଳ , କୋଷାଧ୍ୟକ୍ଷ ଅରବିନ୍ଦ ପାଲ ସମେତ କ୍ଷୀରୋଦ ଦେହୁରୀ, ଟଙ୍କଧର ନାୟକ, ଜିତେନ୍ଦ୍ର ପାଣି, ଅଙ୍କୁର ସିଂହ, ରିତେଶ ବ୍ରହ୍ମ, ବିରଞ୍ଚି ସାହୁ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ଥିଲେ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତି ଙ୍କ ରିପୋର୍ଟ।

Related posts

ରିମ୍ଝିମ୍ କମ୍ପାନୀରେ ନିଯୁକ୍ତି ଅଡୁଆ  _ ୬୪ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରତିଶ୍ରୁତି

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା କାହାକୁ ଦେବୁନି ଜଣେଇ

Sunil Chandra Nayak

Leave a Comment

error: Content is protected !!