ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାସନ ର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ନବରଙ୍ଗପୁର – (ମନିସ) ପ୍ରଶାସନ ର ନିର୍ଭର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ । ନବରଙ୍ଗପୁର ସହର ଗାଦବାଗୁଡା ଅଞ୍ଚଳ ର ଯୁବକ ଶେଖ ନିଜାମ ଙ୍କ ଦୁର୍ବୁର୍ତ୍ତ ଙ୍କ ଆକ୍ରମଣ ର ଶିକାର ହୋଇ ମୃତ୍ୟୁ କରିଥିବା ବେଳେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ନବରଙ୍ଗପୁର ସହର ୨୬ ନମ୍ବର ଜାତୀୟ ରାଜପଥ ମାଝିଗୁଡା ଛକ ଠାରେ ଚାଲିଥିବା ରାସ୍ତାରୋକ ହଟିଛି । ହତ୍ୟାକାଣ୍ଡ ପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତୁରନ୍ତ ୪ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଥିବା ବେଳେ ପରିବାର ଲୋକେ ସନ୍ଦେହ କରୁଥିବା ଅନ୍ୟ ସନ୍ଦିଗ୍ଧ ଯୁବକ ମାନଙ୍କୁ ମଧ୍ୟ ଆଣି ତଦନ୍ତ କରାଯିବ ଓ ତୁରନ୍ତ ଘଟଣା ରେ ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ପରେ ଶେଷରେ ରାସ୍ତା ଉପରେ ଶବ ରଖି ରାସ୍ତାରୋକ କରିଥିବା ପରିବାର ଲୋକେ ହଟିଛନ୍ତି । ଫଳରେ ରାସ୍ତା ଦେଇ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଛି ।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା

ନିୟୁଜ।

Related posts

ଖଡ଼ିଆଳରେ ଜାନ ର ଜରୁରୀ ବୈଠକ: ଜାନ ସଭାପତିଙ୍କ ବହିଷ୍କାର ପ୍ରସ୍ତାବ ଗୃହିତ

Sunil Chandra Nayak

ସରକାରୀ ବେସରକାରୀ ଗାଡ଼ି ଚାଳାଚଳ ନିମନ୍ତେ ଜିଲ୍ଲାପାଳ ଙ୍କୁ ଦାବିକଲେ ଦଳପଡା ଗ୍ରାମପଞ୍ଚାୟତ ବାସୀ

Sunil Chandra Nayak

ବାଲେଶ୍ବର – ସରକାରୀ ଉପ୍ରା ବିଦ୍ୟାଳୟ ଦିମିରିଆରେ ଗଠନ ହେଲା ଶିଶୁ କ୍ୟାବିନେଟ 

Leave a Comment

error: Content is protected !!