ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଦନ ମୋହନ ବହୁମୂଖି ସମବାୟ ସମିତି ନିର୍ବାଚିତ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧନା 

ଭବାନୀପାଟଣା -:  ମଦନ ମୋହନ ବାହୁମୂୂଖି  ସମବାୟ ସମିତିର ନିର୍ବାଚିତ ସଭାପତି ଶ୍ରୀ ସନ୍ତୋଷ କୁମାର ଶୁକ୍ଳା ଓ ପରିଚାଳନା ନିର୍ଦ୍ଦେଶକମାନଙ୍କୁ ସମବାୟ ସମିତି ପକ୍ଷରୁ ସମ୍ବଧିତ କରାଯାଇଥିଲା ଏବଂ ଆଗାମୀ କାର୍ଯକ୍ରମ ପାଈଁ  ଆଲୋଚନା କରାଯାଇଥିଲା, ଏହି ସମ୍ବର୍ଦ୍ଧନା ସଭାରେ ପରିଚାଳନା ନିର୍ଦ୍ଦେଶକ ପ୍ରଭାତ ବ୍ରହ୍ମା, ସାକ୍ଷୀଗୋପାଳ ମହାପାତ୍ର, ପ୍ରେମନାଥ ନାଏକ, ନରହରି ପଟ୍ଟନାୟକ, ଯଜାତି କେଶରୀ ନାଏକ, ଚନ୍ଦ୍ରଭାନୁ ପାତ୍ର, ପାଣ୍ଡରୁ ମାଝି, ପୂର୍ଣ୍ଣ ଚନ୍ଦ୍ର ନାଏକ, ମହେଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ଭବାନୀପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ 

Related posts

କେଶବ ର ଚିକିତ୍ସା ପାଇଁ ସରକାରୀ ସହାୟତା ମିଳିବ ! ନା ସରକାର ଙ୍କ ନୂତନ ଦିବ୍ୟାଙ୍ଗ ତାଲିକାରୁ ଜଣେ ହୋଇ ରହିଯିବ ?

Sunil Chandra Nayak

ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ “ପ୍ରେମ ସଂଜୀବନୀ “ଶୀର୍ଷକ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରିକ୍ଷା , ଗୋଲାମୁଣ୍ଡା ବ୍ଲକରେ ୭୪୧ ପରିକ୍ଷାର୍ଥୀ

Sunil Chandra Nayak

Leave a Comment

error: Content is protected !!