ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାରୁତି ସେନା ପକ୍ଷରୁ ଗରିବ ଅସହାୟ ପରିବାର କୁ ରାସନ ସାମଗ୍ରୀ ବଣ୍ଟନ 

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ନୀଳମାଧବପୁର ଗ୍ରାମ ର ହରମୋହନ ଦାସ ଙ୍କ ଧର୍ମପତ୍ନୀ ଙ୍କୁ ମାରୁତି ସେନା ପକ୍ଷ୍ୟରୁ ଆଜି ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ହରମୋହନ ବିଗତ ଦୁଇ ବର୍ଷ ହେବ ଟି ବି ରୋଗ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖ ରେ ପଡ଼ିଥିଲେ । ସେହଦିନଠାରୁ ଘରେ ଏକା ବିଧବା ସ୍ତ୍ରୀ ଓ 8ବର୍ଷ ର ପୁଅ । ରୋଜଗାର କରିବା ପାଇଁ କେହି ନାହାନ୍ତି । ଦୁଇ ଓଳା ଖାଦ୍ୟ ଯୋଗାଡ଼ କରିବା ପାଇଁ ବହୁ ସଂଘର୍ଷ କରିବାକୁ ପଡୁଛି । ନାନା ପ୍ରକାର ର ଅସୁବିଧା ରେ କାଳତିପାତ କରିବାକୁ ପଡୁଛି ।ଠିକି ଏତିକି ବେଳେ ଦେବଦୂତ ଭଳି ମାରୁତି ସେନା ପକ୍ଷରୁ ବିକାଶ ଚନ୍ଦ୍ର ବେହେରା ଓ ବହୁ କର୍ମ କର୍ତା ମାନେ ଆସି କିଛି ରାସନ ସାମଗ୍ରୀ ସହିତ ଆର୍ଥିକ ସାହାଯ୍ୟ କରିଛନ୍ତି। ମାରୁତି ସେନା ପକ୍ଷରୁ ଏପରି ସାହାଯ୍ୟ କୁ ବୁଦ୍ଧିଜିବି ତଥା ସ୍ଥାନୀୟ ଅଞ୍ଚଳ ତଥା ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା କରାଯାଉଛି ।କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅର୍ଦ୍ଧେନ୍ଦୁ ଦାସଙ୍କୁ ବେଆଇନ ଭାବେ ଗିରଫ ପ୍ରତିବାଦରେ କର୍ଲାମୁଣ୍ଡାରେ ରାଲି

ତୀର୍ଯ୍ୟକ

Sunil Chandra Nayak

ପରଜଙ୍ଗରେ ନିଯୁକ୍ତି ମେଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!