ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ତହସିଲ ରେ ଯୋଗଦେଲେ ନୂଆ ତହସିଲଦାର

କୋକସରା,୨/୮-( ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ତହସିଲ କାର୍ଯ୍ୟାଳୟରେ ଯୋଗଦେଲେ ନୂତନ ତହସିଲଦାର । ପୂର୍ବରୁ ଥିବା ତହସିଲଦାର ମନୋଜ ପାଢ଼ୀ ଙ୍କୁ ଫୁଲବାଣୀ ଜିଲ୍ଲା ଟିକାବାଲି ବିଡ଼ିଓ ହୋଇ ବଦଳି ହେବାପରେ ତାଙ୍କ ସ୍ଥାନରେ କୋକସରା ତହସିଲଦାର ଭାବେ ରାକେଶ ପରୁଆ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କୋକସରା ତହସିଲ ଅଧିନରେ ଆସୁଥିବା ବିଭିନ୍ନ ରାଜସ୍ବ ସର୍କଲ ଜନସାଧାରଣଙ୍କୁ ଉତ୍ତମ ସେବା ସହ ଯେକୌଣସି ସମୟରେ ଯାହା ସହାୟତା ତହସିଲ ପକ୍ଷରୁ ମିଳିବା କଥା ତାହା ହିତାଧିକାରୀଙ୍କୁ ଦିଆଯିବ ବୋଳି କହିଛନ୍ତି ଓ ଜନସାଧାରଣଙ୍କ ସହଯୋଗ କାମନା ମଧ୍ୟ କରିଛନ୍ତି।

Related posts

ଆଇନ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ପ୍ରେମଲତା ଗିରି ଙ୍କ କବିତା ଅବକାଶ

Sunil Chandra Nayak

ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ମା’ବନଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା

Sunil Chandra Nayak

Leave a Comment

error: Content is protected !!