ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ରୀଡାବିତଙ୍କ ସଫଳତା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣେ ବୋଲି କହିଲେ ବିଧାୟକ 

ବାଲେଶ୍ଵର,୦୩/୮/୨୨- ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ବାଲେଶ୍ଵର ଜିଲ୍ଲା ମାର୍କୋଣା ଠାରେ ଥିବା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପହଞ୍ଚିଥିଲେ । ସେଠାରେ ବିଜୁ ଯୁବ ଜନତାଦଳ ପକ୍ଷରୁ ସିମୁଳିଆ ଏବଂ ଖଇରା ବ୍ଲକ ଚୟନ ଖେଳାଳି ମାନଙ୍କୁ ନେଇ ଆୟୋଜିତ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଫୁଟବଲ ମ୍ୟାଚ ଯୋଗଦେଇ ଥିଲେ । କ୍ରୀଡା ଉତ୍ସଵକୁ ଉଦ୍ଘାଟନ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ମ୍ୟାଚରେ ଚୟନ ହୋଇଥିବା ଖେଳାଳି ମାନେ ଜିଲ୍ଲା ସ୍ତରୀୟକୁ ଯାଇ ନିଜର କ୍ରୀଡ଼ା ପଦର୍ଶନ କରିବେ ବୋଲି ବିଧାୟକ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପୁଅର ଚିକତ୍ସା ପାଇଁ ମାଆ ତାର ପେନସନ କାର୍ଡ ରଖିଲେ ବନ୍ଧକ

Sunil Chandra Nayak

ଫରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେ ରବିବାର ଦିନ୧୨ଟା ପରେ ରୋଗୀ ସେବା ବନ୍ଦ

Sunil Chandra Nayak

କୋକସରା ରେ ବାଇକ ଚୋରି ବୃଦ୍ଧି, ସି.ସି ଟିଭି ରେ କଏଦ ହେଲା ଚୋରି ସମୟ ର ଦୃଶ୍ୟ

Sunil Chandra Nayak

Leave a Comment

error: Content is protected !!